ଦଶମୂଳ ମୋଦକ ମଣୋହୀ ଲାଗି ପରେ ସୁସ୍ଥ ହେଲେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର)ଆଜି ଅନବସର ଦ୍ୱାଦଶୀ ତିଥି। ଅଣସର ଏକାଦଶୀରେ ମହାପ୍ରଭୁଙ୍କୁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ମଣୋହୀ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ମହାପ୍ରଭୁଙ୍କ ସୁସ୍ଥ ଖବର ଦଇତାପତି ସେବକ ଗଜପତିଙ୍କୁ ଦେବେ । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ ଚନ୍ଦନ, ପାଟଡୋର ରୂପାଥାଳିରେ ଧରି ଏକ ବିରାଟ ଶୋଭାଯାତ୍ରାରେ ଦଇତାପତି ସେବକମାନେ ଶ୍ରୀନଅରକୁ ଯିବେ। ସେଠାରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗର ଦିବ୍ୟ ପଦାର୍ଥକୁ ଭେଟି ଦେବେ।  ପରେ ରଥଯାତ୍ରା […]

puri-1-2-750x430

puri-1-2-750x430

Tapas Behera
  • Published: Sunday, 30 June 2019
  • Updated: 30 June 2019, 03:55 PM IST

ପୁରୀ(ଓଡ଼ିଶା ରିପୋର୍ଟର)ଆଜି ଅନବସର ଦ୍ୱାଦଶୀ ତିଥି। ଅଣସର ଏକାଦଶୀରେ ମହାପ୍ରଭୁଙ୍କୁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ମଣୋହୀ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ମହାପ୍ରଭୁଙ୍କ ସୁସ୍ଥ ଖବର ଦଇତାପତି ସେବକ ଗଜପତିଙ୍କୁ ଦେବେ । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ ଚନ୍ଦନ, ପାଟଡୋର ରୂପାଥାଳିରେ ଧରି ଏକ ବିରାଟ ଶୋଭାଯାତ୍ରାରେ ଦଇତାପତି ସେବକମାନେ ଶ୍ରୀନଅରକୁ ଯିବେ।

ସେଠାରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗର ଦିବ୍ୟ ପଦାର୍ଥକୁ ଭେଟି ଦେବେ।  ପରେ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ଗଜପତି ମହାରାଜ ସମସ୍ତ ଦଇତାପତିଙ୍କ ସହ ଆଲୋଚନା କରିବେ।  ସେପଟେ ଆଉ ମାତ୍ର ୩ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।

ତିନିରଥର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜୋରସୋରରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବାୟ ଓ ରୂପକାର ସେବାୟତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story