୩ ଦିନ ହେଲାଣି ଶ୍ରୀଲିଙ୍ଗରାଜ ଉପାସ, ଜିଲ୍ଲାପାଳ କରୁଛନ୍ତି ସମାଧାନ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକୁ ମିଶାଇ ୩ ଦିନ ହେଲାଣି ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୂଆବର୍ଷ ଠାରୁ ବନ୍ଦ ରହିଛି ନୀତିକାନ୍ତି। ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ବନ୍ଦ ରହିଛି ନୀତିକାନ୍ତି। ବଡ଼ୁ ନିଯୋଗ ନୀତିକାନ୍ତିରେ ପ୍ରଥମେ ସହଯୋଗ କରିନଥିବା ଓ ଏଥିରେ ପ୍ରଶାସନ ହସ୍ତକ୍ଷେପ କରୁନଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ। ସେପଟେ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ […]

lingaraj

lingaraj

Niranjan Mishra
  • Published: Tuesday, 03 January 2023
  • Updated: 03 January 2023, 11:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକୁ ମିଶାଇ ୩ ଦିନ ହେଲାଣି ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୂଆବର୍ଷ ଠାରୁ ବନ୍ଦ ରହିଛି ନୀତିକାନ୍ତି। ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ବନ୍ଦ ରହିଛି ନୀତିକାନ୍ତି।

ବଡ଼ୁ ନିଯୋଗ ନୀତିକାନ୍ତିରେ ପ୍ରଥମେ ସହଯୋଗ କରିନଥିବା ଓ ଏଥିରେ ପ୍ରଶାସନ ହସ୍ତକ୍ଷେପ କରୁନଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ। ସେପଟେ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଲିଂଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହୁଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି।

ଏସବୁ ଦୃଷ୍ଟିରେ ରଖି ଆଜି ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭୁବନେଶ୍ୱର ସର୍କିଟ ହାଉସ୍ ଠାରେ ବୈଠକ ଚାଲିଛି। ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଢ଼ୁ ବୈଠକରେ ଯୋଗଦେଇଥିବା ବେଳେ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ନିଯୋଗ ପ୍ରତିନିଧିମାନେ ବୈଠକରେ ଯୋଗଦେବାକୁ ଆସୁଥିବା ସୂଚନା ମିଳିଛି।

ସୂଚନା ଥାଉକି, ନୂଆବର୍ଷ ଦିନ ଶ୍ରୀଲିଙ୍ଗରାଜଙ୍କ ସାମ୍ନାରେ ଭୋଗ ବଢ଼ା ଯାଇଥିବା ବେଳେ ଜଣେ ଅଣସେବାୟତ ପଶି ଆସିବାରୁ ଭୋଗ ମାରା ହୋଇଗଲା ବୋଲି ବ୍ରାହ୍ମଣ ନିଯୋଗ ଘୋଷଣା କରିଥିଲା। ଏହି ମାରା ତଥା ଅମୁଣିଆ ଭୋଗକୁ ପୋତିବାକୁ କୁହାଯାଇଥିଲା। ନୂଆ ଭୋଗ ପ୍ରସ୍ତୁତ କରି ଠାକୁରଙ୍କୁ ଲାଗି ନିମନ୍ତେ ବ୍ରାହ୍ମଣ ନିଯୋଗ ପ୍ରକାଶ କରିଥିଲା। ହେଲେ ଏହାକୁ ନେଇ ବଡ଼ୁ ନିଯୋଗ ଦ୍ୱିମତ ହେବା ସହ ସେବା ବନ୍ଦ ରଖିଥିଲା। ଫଳରେ ଠାକୁରଙ୍କ ନୀତିକ୍ରାନ୍ତି ଚାଲିପାରୁନି।

ସେପଟେ କୌଣସି ପରିସ୍ଥିତିରେ ବି ଶ୍ରୀଲିଙ୍ଗରାଜଙ୍କ ସେବାପୂଜାରେ ବିଭ୍ରାଟ ନ କରିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ ପାଳନ କରାଯାଉନାହିଁ। ଯାହା ଏବେ ଉଦ୍‌ବେଗର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story