ତୁ କହିବୁ ନା, ମୁଁ କହିବି... ଶେଷରେ ଝୁଲି ପଡ଼ିଲେ

ନିଆଳି (ବିନୟ ମିଶ୍ର): ଦୁହେଁ ଦୁହିଁକୁ ଦିଲ୍‌ ଦେଇ ଭଲ ପାଉଥିଲେ। କେହି କାହାକୁ ଗୋଟିଏ କ୍ଷଣ ଛାଡ଼ି ରହିପାରୁ ନ ଥିଲେ। ହେଲେ ନିଜ ମନର କଥା ପରିବାର ଲୋକଙ୍କୁ କହିପାରିନଥିଲେ। ଏହାର ଅର୍ଥ ନୁହେଁ, ସେମାନଙ୍କୁ ପରିବାର ଲୋକେ ପଚାରି ନାହାନ୍ତି। ଉଭୟଙ୍କୁ ନିଜର ପ୍ରେମ ସମ୍ପର୍କରେ ପରିବାର ଲୋକେ ପଚାରିଥିଲେ। ହେଲେ ଦୁହେଁ ନିଜ ପ୍ରେମ ସମ୍ପର୍କ ସମ୍ପର୍କରେ ମୁହଁ ଖୋଲିନଥିଲେ। ଆଉ ତା’ରେ ପ୍ରେମିକାର ବାହାଘର ଠିକ୍‌ ହେବାରୁ ଦୁହେଁ ନେଲେ […]

cuttack

cuttack

Manoranjan Sial
  • Published: Saturday, 29 May 2021
  • Updated: 29 May 2021, 06:38 PM IST

Sports

Latest News

ନିଆଳି (ବିନୟ ମିଶ୍ର): ଦୁହେଁ ଦୁହିଁକୁ ଦିଲ୍‌ ଦେଇ ଭଲ ପାଉଥିଲେ। କେହି କାହାକୁ ଗୋଟିଏ କ୍ଷଣ ଛାଡ଼ି ରହିପାରୁ ନ ଥିଲେ। ହେଲେ ନିଜ ମନର କଥା ପରିବାର ଲୋକଙ୍କୁ କହିପାରିନଥିଲେ। ଏହାର ଅର୍ଥ ନୁହେଁ, ସେମାନଙ୍କୁ ପରିବାର ଲୋକେ ପଚାରି ନାହାନ୍ତି। ଉଭୟଙ୍କୁ ନିଜର ପ୍ରେମ ସମ୍ପର୍କରେ ପରିବାର ଲୋକେ ପଚାରିଥିଲେ। ହେଲେ ଦୁହେଁ ନିଜ ପ୍ରେମ ସମ୍ପର୍କ ସମ୍ପର୍କରେ ମୁହଁ ଖୋଲିନଥିଲେ। ଆଉ ତା’ରେ ପ୍ରେମିକାର ବାହାଘର ଠିକ୍‌ ହେବାରୁ ଦୁହେଁ ନେଲେ ଚରମ ନିଷ୍ପତ୍ତି। କାଜୁ ଜଙ୍ଗଲରେ ଝୁଲି ପଡ଼ିଲେ।

ପୂରା ଘଟଣା ଏମିତି। କଟକ ଜିଲ୍ଲା ନିଆଳି ଥାନା ନୂଆଗାଁ ପଞ୍ଚାୟାତ ନୂଆପାଟଣା ଗାଁର ଶିତୁ ଦହଡ ସେହି ଗ୍ରାମର ରେଖା ନାଗଙ୍କୁ ପ୍ରେମ୍‌ କରୁଥିଲେ। ରେଖା ମଧ୍ୟ ଶିତୁଙ୍କ ମନଦେଇ ଭଲ ପାଉଥିଲେ। ହେଲେ ନିଜର ପ୍ରେମ ସମ୍ପର୍କରେ ପରିବାର ଲୋକଙ୍କୁ କହିପାରୁନଥିଲେ। ତେବେ ଶିତୁ ଓ ରେଖାଙ୍କ ମିଳିମିଶାକୁ ଦେଖି ଭଲ ପାଇବା ସମ୍ପର୍କରେ ପରିବାର ଲୋକ ପଚାରିଥିଲେ। ହେଲେ ଉଭୟ ପ୍ରେମକୁ ଖଣ୍ଡନ କରିଥିଲେ। ଏହା ପରେ ରେଖାଙ୍କ ବାହାଘର ପାଇଁ ପରିବାର ଲୋକ ବର ଖୋଜିବା ଆରମ୍ଭ କଲେ। ବହୁ ଖୋଜାଖୋଜି ପରେ ଗାଁଠାରୁ ଅଳ୍ପ ଦୂରରେ ରେଖାଙ୍କର ବାହାଘର ସ୍ଥିର ହେଲା।

ବାହାଘର ପାଇଁ ରେଖାଙ୍କ ପରିବାରରେ ଖୁସିର ମାହୋଲ୍‌ ଥିଲା। ସମସ୍ତେ ବାହାଘର କାମରେ ବ୍ୟସ୍ତ ଥିଲେ। କିନ୍ତୁ ଏହି ବାହାଘରରେ ରେଖା କିମ୍ୱା ଶିତୁ କେହି ଖୁସି ନଥିଲେ। ତେବେ ଶୁକ୍ରବାର ବିଳମ୍ୱିତ ରାତିରେ ରେଖା ଘରୁ ପଳାଇ ଯାଇଥିଲେ। ସେପଟେ ଶିତୁ ମଧ୍ୟ ଘର ଛାଡ଼ି ପଳାଇ ଆସିଥିଲେ। ଦୁଇ ପରିବାର ଲୋକେ ଚାରିଆଡ଼େ ଖୋଜିଲେ ମଧ୍ୟ ଉଭୟଙ୍କୁ ପାଇନଥିଲେ।

ଆଜି ସକାଳେ ନୂଆପାଟଣାର ଅର୍କତୀର୍ଥ ମଠ କାଜୁ ଜଙ୍ଗଲରେ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଛେଳି ଚରାଇବାକୁ ଯାଇଥିବା ଲୋକମାନେ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ସେପଟେ ଏ ଖବର ପ୍ରଚାରିତ ହେବା ପରେ ଉଭୟ ପରିବାର ଲୋକେ ଆସି ମୃତଦେହ ଚିହ୍ନିଥିଲେ। ନିଆଳି ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story