ଜେଲରେ ଲଭ୍, ସେକ୍ସ ଓ ଧୋକା !

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜେଲରେ ଲଭ୍, ସେକ୍ସ ଓ ଧୋକା । ଏମିତି ଏକ ସଂଗିନ୍ ଅଭିଯୋଗ ଆସିଛି ବାଲଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ କାରାଗାରରୁ। ଉଦବେଗର କଥା, କଡ଼ା ସୁରକ୍ଷା ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ପ୍ରେମ, ଶାରୀରିକ ସଂପର୍କ ଓ ପ୍ରତାରଣା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ପୀଡ଼ିତା ପାରିବାରିକ କଳହରୁ ଜେଲ୍ ଯାଇଥିଲେ। ଜେଲରେ ୫୦ ଦିନର ରହଣି ଭିତରେ ଜିଏସଟି ଠକେଇ ମାମଲାରେ ବନ୍ଦୀ ଥିବା […]

7654-90

7654-90

Tapas Behera
  • Published: Sunday, 07 February 2021
  • Updated: 07 February 2021, 07:28 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜେଲରେ ଲଭ୍, ସେକ୍ସ ଓ ଧୋକା । ଏମିତି ଏକ ସଂଗିନ୍ ଅଭିଯୋଗ ଆସିଛି ବାଲଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ କାରାଗାରରୁ। ଉଦବେଗର କଥା, କଡ଼ା ସୁରକ୍ଷା ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ପ୍ରେମ, ଶାରୀରିକ ସଂପର୍କ ଓ ପ୍ରତାରଣା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ପୀଡ଼ିତା ପାରିବାରିକ କଳହରୁ ଜେଲ୍ ଯାଇଥିଲେ। ଜେଲରେ ୫୦ ଦିନର ରହଣି ଭିତରେ ଜିଏସଟି ଠକେଇ ମାମଲାରେ ବନ୍ଦୀ ଥିବା ତୀର୍ଥଙ୍କର ପଟେଲ ଓରଫ ପପୁଙ୍କ ସହ ପ୍ରଥମେ ସାକ୍ଷାତ ଓ ପରେ ପ୍ରେମ ହୋଇଥିଲା। ଏପରିକି କିଛି ଜେଲ୍ କର୍ମଚାରୀଙ୍କ ସହାୟତାରେ ପପୁ ମହିଳା ସେଲକୁ ଆସି ତାଙ୍କୁ ନିୟମିତ ଦେଖା କରିବା ପରେ ଏ ସଂପର୍କ ଗାଢ଼ ହୋଇଥିଲା। ଜେଲରୁ ବାହାରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ପପୁ ତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ ଏବଂ ଏହା ମଧ୍ୟ ଜେଲ୍ କର୍ମଚାରୀଙ୍କ ଜ୍ଞାତସାରରେ ହେଉଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀଙ୍କ କହିବା ଅନୁସାରେ, ଦେଢ଼ ମାସ ତଳେ ଜାମିନରେ ମୁକୁଳିବା ପରେ ବି ସେ ନିୟମିତ ଜେଲକୁ ଆସି ପପୁଙ୍କୁ ଦେଖା କରିବାକୁ ଆସିଲେ। ତେବେ କିଛି ଦିନ ତଳେ ପପୁ ତାହ୍କୁ ଚିହ୍ନି ନାହାନ୍ତି ବୋଲି କହିଥିବା ପୀଡ଼ିତା ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଜେଲ୍ ଭିତରେ କେମିତି ହୋଇଥିଲା ପ୍ରେମ, ଶାରୀରିକ ସଂପର୍କ ପାଇଁ କିପରି ମିଳୁଥିଲା ସୁଯୋଗ, ସେ ସମ୍ପର୍କରେ ଅଭିଯୋଗ ପତ୍ରରେ ବିସ୍ତୃତ ତଥ୍ୟ ରଖିଛନ୍ତି ଅଭିଯୋଗକାରିଣୀ। ଏତଲା ରଖିବା ପରେ ପୁଲିସ ପୀଡ଼ିତା ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ପୁଲିସ କି ଜେଲ ଅଧିକାରୀ, ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଯଦି ଏପରି ଅଭିଯୋଗ ସତ ହୋଇଥାଏ, ତେବେ ଏହା ଟିଟିଲାଗଡ଼ ଜେଲର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇବ ନିଶ୍ଚୟ। ପ୍ରଶ୍ନ ଉଠିବ, ଏଥିପାଇଁ ହୁଗୁଳା ବ୍ୟବସ୍ଥା ଦାୟୀ ନୁହେଁ କି ? ଏ ନେଇ ଜେଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ, କାହିଁକି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story