ରାତିରେ ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ, ସକାଳେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭଲ ପାଇ ଠକିଦେଲା ପ୍ରେମିକ। ଶାରୀରିକ ସମ୍ପର୍କ ରଖି ପ୍ରତାରଣା କଲା ପ୍ରେମିକ। ବାହା ହେବାକୁ ରୋକ୍‌ଠୋକ୍‌ ମନା କରିଦେଲା। ଗର୍ଭବତୀ ଅଛି ବୋଲି ପରିବାର ଲୋକ ମଧ୍ୟ ହାତ ଝାଡ଼ିଦେଲେ। ସବୁଆଡୁ ନିରାଶ ହୋଇ ପ୍ରେମିକ ଘର ବାରଣ୍ଡାରେ ଧାରଣା ଦେଇଥିଲେ ପ୍ରେମିକା। ହେଲେ ଆଜି ସକାଳୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଗଲା। ମେଡିକାଲ୍‌ରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ପ୍ରେମିକଙ୍କ ପରିବାର ଲୋକେ ତାଙ୍କୁ ବିଷ ଦେଇ […]

love affairs

love affairs

Manoranjan Sial
  • Published: Wednesday, 25 August 2021
  • Updated: 25 August 2021, 06:20 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭଲ ପାଇ ଠକିଦେଲା ପ୍ରେମିକ। ଶାରୀରିକ ସମ୍ପର୍କ ରଖି ପ୍ରତାରଣା କଲା ପ୍ରେମିକ। ବାହା ହେବାକୁ ରୋକ୍‌ଠୋକ୍‌ ମନା କରିଦେଲା। ଗର୍ଭବତୀ ଅଛି ବୋଲି ପରିବାର ଲୋକ ମଧ୍ୟ ହାତ ଝାଡ଼ିଦେଲେ। ସବୁଆଡୁ ନିରାଶ ହୋଇ ପ୍ରେମିକ ଘର ବାରଣ୍ଡାରେ ଧାରଣା ଦେଇଥିଲେ ପ୍ରେମିକା। ହେଲେ ଆଜି ସକାଳୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଗଲା। ମେଡିକାଲ୍‌ରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ପ୍ରେମିକଙ୍କ ପରିବାର ଲୋକେ ତାଙ୍କୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଆସିଛି ବଲାଙ୍ଗିର ଜିଲ୍ଲାରୁ।

ପୂରା ଘଟଣାଟି ଏମିତି। ଅଫାମରା ଗାଁର ସୌଦାମିନୀ ନାଏକ ଓ ରଜତ ପଧାନଙ୍କ ଭିତରେ ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କ ଗଢିଉଠିଥିଲା। ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ପ୍ରେମୀ ଯୁଗଳ। ଏହାରି ଭିତରେ ସୌଦାମିନୀ ଦୁଇ ମାସର ଗର୍ଭବତୀ ହୋଇଯାଇଥିଲେ। ମଙ୍ଗଳବାର ପରିବାର ଜାଣିବା ପରେ ସୌଦାମିନୀଙ୍କୁ ତାଙ୍କ ପ୍ରେମିକଙ୍କ ଘରେ ଛାଡ଼ିବାକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷରୁ ପାଟିତୁଣ୍ଡ ଓ ମାଡ଼ ପିଟ୍‌ ହୋଇଥିଲା। ଫଳରେ ସୌଦାମିନୀଙ୍କ ବାପା ସୁବଳ ନାୟକ ଓ ପୁଅଘରୁ ଜଣେ ଲେଖାଏଁ ଆହତ ହୋଇଥିଲେ। ଏନେଇ ଦେଓଗାଁରେ ଥାନାରେ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ସେପଟେ ବିବାହ ପାଇଁ ଜିଦ୍‌ ଧରି ସୌଦାମିନୀ, ପ୍ରେମିକ ରଜତଙ୍କ ଘର ବାରଣ୍ଡାରେ ଧାରଣା ଦେଇଥିଲେ। ଆଜି ସକାଳେ ସୌଦାମିନୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ ହସ୍ପିଟାଲ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। 

ସୌଦାମିନୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ମୃତଦେହ ଧରି ଦେଓଗାଁରେ ପହଞ୍ଚିଥିଲେ। ରଜତଙ୍କ ପରିବାର ଲୋକ ବିଷ ଦେଇ ସୌଦାମିନୀଙ୍କୁ ମାରିଦେଇଥିବା ଅଭିଯୋଗ କରିଥିଲେ। ତେଣୁ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ମୃତ ସୌଦାମିନୀଙ୍କ ପରିବାର ଲୋକ ପୁଲିସକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ବର୍ତ୍ତମାନ ପୀଡ଼ିତାଙ୍କ ପରିବାର ଲୋକ ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story