ଶାରୀରିକ ସମ୍ପର୍କ ରଖିଲା, ପ୍ରେମିକାଙ୍କ ମୋବାଇଲ୍‌ରେ ଅନ୍ତରଙ୍ଗ ଭିଡିଓ ସୁଟିଂ କରି ଭାଇରାଲ୍‌ କଲା

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଧୋକାବାଜ୍‌ ପ୍ରେମିକ! ଭଲ ପାଇବାର ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲା। ଆଉ ପ୍ରେମିକାଙ୍କ ଅଜ୍ଞାତରେ ତାଙ୍କ ମୋବାଇଲ୍‌ରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ଭାଇରାଲ୍‌ କରିଦେଲା ପ୍ରେମିକ। ଏପରି ଘଟଣା କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳର ୧୯ […]

Koraput

Koraput

Manoranjan Sial
  • Published: Saturday, 18 September 2021
  • Updated: 18 September 2021, 09:32 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଧୋକାବାଜ୍‌ ପ୍ରେମିକ! ଭଲ ପାଇବାର ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲା। ଆଉ ପ୍ରେମିକାଙ୍କ ଅଜ୍ଞାତରେ ତାଙ୍କ ମୋବାଇଲ୍‌ରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ଭାଇରାଲ୍‌ କରିଦେଲା ପ୍ରେମିକ। ଏପରି ଘଟଣା କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳର ୧୯ ବର୍ଷୀୟ ଯୁବତୀ ରାମା(ଛଦ୍ମନାମ)। ସେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଜୁନେସ୍‌ ଖସଲା ନାମକ ଯୁବକଙ୍କ ସହିତ ତାଙ୍କର ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ଦୀର୍ଘ ଦିନର ସେହି ବନ୍ଧୁତା ଅତି ନିକଟତର ହୋଇଥିଲା। ସୁଯୋଗ ନେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା ଜୁନେସ। ଆଉ କୌଶଳ କରି ଯୁବତୀଙ୍କ ମୋବାଇଲ୍‌ରେ ଜୁନେସ୍‌ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରିଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ପ୍ରଥମେ ଏ ସମ୍ପର୍କରେ ଜାଣିନଥିଲେ। ଆଉ ଯେତେବେଳେ ଜାଣିଲେ, ସେତେବେଳେ ଯୁବତୀ ଜଣକ ନିଜ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍‌ ତାଙ୍କୁ ମୋବାଇଲ ଦେଇନଥିଲେ। ସାଥୀରେ ସେହି ମୋବାଇଲ୍‌କୁ ଧରି ପଳାଇ ଆସିଲା।

ପରବର୍ତ୍ତୀ ସେହି ଭିଡିଓ ଦେଖାଇ ରାମାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଜୁନେସ। ମାତ୍ର ଏଥିରେ ରାମା ରାଜି ହୋଇନଥିଲେ। ଏହା ପରେ ଜୁନେସ ସୁଟିଂ କରିଥିବା ଭିଡ଼ିଓକୁ ଭାଇରାଲ କରି ଦେଇଥିଲା। ଏବେ ସେହି ଭିଡ଼ିଓ ସୋଶାଲ ମିଡ଼ିଆରେ ଘୂରି ବୁଲିଛି। ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି। ଆଜିକୁ ୧୫ ଦିନ ତଳେ ଏନେଇ ପରିବାର ଲୋକେ ପଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପଟାଙ୍ଗି ଥାନା ପୁଲିସ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ପୀଡିତା ଅଭିଯୋଗ କରିଛନ୍ତି। ପୀଡ଼ିତା ଶୁକ୍ରବାର ପୁଣି ଥରେ ଥାନାକୁ ଯାଇ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସକୁ ଗୁହାରି କରିଥିଲା।

ଏହି ସମ୍ପର୍କରେ ପଟାଙ୍ଗି ଥାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story