ସ୍ୱାମୀଙ୍କ ସହ ଶୋଇଥିଲେ ସ୍ତ୍ରୀ, ରାତିରେ ଘରେ ପଶିଲା ଏକତରଫା ପ୍ରେମିକ!

ଜଳେଶ୍ୱର (ଅଜିତ ଦାସ): ସ୍ୱାମୀଙ୍କ ସହିତ ଘରେ ଶୋଇଥିଲେ ସ୍ତ୍ରୀ! ବିଳମ୍ୱିତ ରାତିରେ ଏକ ତରଫା ପ୍ରେମିକ ଘରେ ପଶିଲା। ହେଲେ ସେ ମହିଳାଙ୍କ ସ୍ୱାମୀଙ୍କ ହାବୁଡ଼ରେ ପଡ଼ିଲେ। ଆଉ ତା’ପରେ ଖାଇଲେ ନିର୍ଦ୍ଧୁମ ଛେତା। ମଙ୍ଗଳବାର ବିଳମ୍ୱିତ ରାତିରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଫାଣ୍ଡି ଅଞ୍ଚଳରେ ଘଟିଛି। ଚନ୍ଦନେଶ୍ୱର ଫାଣ୍ଡି ଅନ୍ତର୍ଗତ ରଣସିଙ୍ଘପୁର ଗାଁ ଜୟନ୍ତ ଜେନା ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରୁଥିଲେ। ମହିଳାଙ୍କ ବିରୋଧ ସତ୍ତ୍ୱେ ସେ ପ୍ରେମ […]

Balasore

Balasore

Manoranjan Sial
  • Published: Wednesday, 23 June 2021
  • Updated: 23 June 2021, 10:55 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ସ୍ୱାମୀଙ୍କ ସହିତ ଘରେ ଶୋଇଥିଲେ ସ୍ତ୍ରୀ! ବିଳମ୍ୱିତ ରାତିରେ ଏକ ତରଫା ପ୍ରେମିକ ଘରେ ପଶିଲା। ହେଲେ ସେ ମହିଳାଙ୍କ ସ୍ୱାମୀଙ୍କ ହାବୁଡ଼ରେ ପଡ଼ିଲେ। ଆଉ ତା’ପରେ ଖାଇଲେ ନିର୍ଦ୍ଧୁମ ଛେତା। ମଙ୍ଗଳବାର ବିଳମ୍ୱିତ ରାତିରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଫାଣ୍ଡି ଅଞ୍ଚଳରେ ଘଟିଛି।

ଚନ୍ଦନେଶ୍ୱର ଫାଣ୍ଡି ଅନ୍ତର୍ଗତ ରଣସିଙ୍ଘପୁର ଗାଁ ଜୟନ୍ତ ଜେନା ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରୁଥିଲେ। ମହିଳାଙ୍କ ବିରୋଧ ସତ୍ତ୍ୱେ ସେ ପ୍ରେମ କରୁଥିଲେ। ମଙ୍ଗଳବାର ରାତିରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହିତ ଘରେ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ ମହିଳାଙ୍କୁ ଦେଖାକରିବା ପାଇଁ ଜୟନ୍ତ ତାଙ୍କ ଘରେ ପଶିଥିଲେ। ଏକଥା ଜାଣିପାରି ମହିଳାଙ୍କ ସ୍ୱାମୀ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସାହି ପଡ଼ିଶା ଉଠି ପଡ଼ିଥିଲେ। ସାହିଭାଇଙ୍କୁ ଦେଖି ଜୟନ୍ତ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ଗାଁ ଲୋକେ ତାକୁ କାବୁ କରି ନେଇଥିଲେ। ପରେ ତାକୁ ଏକ ପଥର ଖମ୍ୱରେ ବାନ୍ଧି ଦେଇଥିଲେ। ତା’ପରେ ନିର୍ଦ୍ଧୁମ ଛେଚି ଥିଲେ।

ଲୋକ ଲଜ୍ଜା ଭୟରେ ମାମଲାକୁ ଥାନାକୁ ନେଇ ନଥିଲେ ଗାଁ ଲୋକ। ପଞ୍ଚାୟତରେ ସମାଧାନ କରାଯାଇଥିଲା। ଅଭିଯୁକ୍ତ ଜୟନ୍ତକୁ କେତେକ ସର୍ତ୍ତ ସହ ଜରିମାନା କରାଯାଇଥିବା ଜଣାପଡ଼ିଛି। ତେବେ ଜରିମାନା ନେଇ ଗାଁ ଲୋକେ ମୁହଁ ଖୋଲି ନାହାନ୍ତି।

ମାମଲାକୁ ନେଇ ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ୱନାଥ କର କହିଛନ୍ତି, ଏ ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। କିନ୍ତୁ ଜୟନ୍ତ ନାଁରେ ଏକାଧିକ ମାମଲା ରହିଛି ବୋଲି ଶ୍ରୀ କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story