ଅଶାନ୍ତ ହେଲା ଅବୁଝା ପ୍ରେମିକ; ପ୍ରେମିକା ଉପରେ ପେଟ୍ରୋଲ ଢ଼ାଳି ଲଗାଇଲା ନିଆଁ

ଭୁବନେଶ୍ୱର: ଏକତରଫା ପ୍ରେମରୁ ଭୁବନେଶ୍ୱର ୟୁନିଟ୍-୮ ପାଣିଟାଙ୍କି ବସ୍ତିରେ ଅଭାବନୀୟ କାଣ୍ଡ। ଜଣେ ମହିଳାଙ୍କ ଉପରେ ପେଟ୍ରୋଲ ଢ଼ାଳି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଡମ୍ୱରୁଧର ଦାସଙ୍କୁ କମିଶନରେଟ୍‌ ପୋଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି। ଅନ୍ୟପକ୍ଷରେ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା […]

acid attack

acid attack

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 07:14 PM IST

Sports

Latest News

ଭୁବନେଶ୍ୱର: ଏକତରଫା ପ୍ରେମରୁ ଭୁବନେଶ୍ୱର ୟୁନିଟ୍-୮ ପାଣିଟାଙ୍କି ବସ୍ତିରେ ଅଭାବନୀୟ କାଣ୍ଡ। ଜଣେ ମହିଳାଙ୍କ ଉପରେ ପେଟ୍ରୋଲ ଢ଼ାଳି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଡମ୍ୱରୁଧର ଦାସଙ୍କୁ କମିଶନରେଟ୍‌ ପୋଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି।

ଅନ୍ୟପକ୍ଷରେ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କଠାରୁ ଜମାନବନ୍ଦୀ ରେକର୍ଡ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story