ଭଲ ପାଉଥିଲେ, ଶେଷରେ ଝୁଲି ପଡ଼ିଲେ ପ୍ରେମ ପକ୍ଷୀ

କଟକ(ଓଡ଼ିଶା ରିପୋର୍ଟର): କମ୍‌ ବୟସରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପାଖାପାଖି ଗାଁର ହୋଇଥିବାରୁ ଢେର ଦିନ ଆଗରୁ ମନ ଦିଆନିଆ ହୋଇଥିଲେ। ପ୍ରେମ ଦୁନିଆରେ ପାଦ ଦେଇଥିବା ଏହି ପ୍ରେମୀ ଯୁଗଳଙ୍କ ମଧ୍ୟରୁ ପ୍ରେମିକ ଯୁକ୍ତ ୨ ଛାତ୍ର ହୋଇଥିବା ବେଳେ ଅଷ୍ଠମ ଶ୍ରେଣୀରେ ପଢ଼ୁଥିଲେ ନାବାଳିକା ପ୍ରେମିକା। ହେଲେ ପ୍ରେମରେ ଉବୁଟୁବ ଏହି ଯୋଡ଼ି ଏକ ସଙ୍ଗେ ଏକ ଲୁଗାରେ ଝୁଲି ପଡ଼ିଲେ। ଏପରି ହୃଦୟ ବିଦାୟକ ଘଟଣା ଆଜି ସକାଳେ କଟକ […]

hand

hand

Niharika Rout
  • Published: Saturday, 30 April 2022
  • Updated: 30 April 2022, 12:14 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କମ୍‌ ବୟସରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପାଖାପାଖି ଗାଁର ହୋଇଥିବାରୁ ଢେର ଦିନ ଆଗରୁ ମନ ଦିଆନିଆ ହୋଇଥିଲେ। ପ୍ରେମ ଦୁନିଆରେ ପାଦ ଦେଇଥିବା ଏହି ପ୍ରେମୀ ଯୁଗଳଙ୍କ ମଧ୍ୟରୁ ପ୍ରେମିକ ଯୁକ୍ତ ୨ ଛାତ୍ର ହୋଇଥିବା ବେଳେ ଅଷ୍ଠମ ଶ୍ରେଣୀରେ ପଢ଼ୁଥିଲେ ନାବାଳିକା ପ୍ରେମିକା। ହେଲେ ପ୍ରେମରେ ଉବୁଟୁବ ଏହି ଯୋଡ଼ି ଏକ ସଙ୍ଗେ ଏକ ଲୁଗାରେ ଝୁଲି ପଡ଼ିଲେ। ଏପରି ହୃଦୟ ବିଦାୟକ ଘଟଣା ଆଜି ସକାଳେ କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରେ ଦେଖିବାକୁ ମିଳିଥିବା ବେଳେ ଜଣାପଡ଼ିନି ଏହାର କାରଣ ।

ଉଭୟ ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ସକାଳୁ ସ୍କୁଲ ବାରଣ୍ଡାରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ । ମୃତକଦ୍ୱୟଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏନେଇ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ୨ଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଉଭୟ ଯୁବକ ଓ ନାବାଳିକା ଯୋଡ଼ିଙ୍କ ଘର ପାଖାପାଖି ଗ୍ରାମରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା ବୋଲି କହିଛନ୍ତି ଅଞ୍ଚଳବାସୀ। ହେଲେ କ’ଣ ପାଇଁ ସେମାନେ ଏପରି ଚରମ ନିଷ୍ପତ୍ତି ନେଲେ ତାହାର ଖୋଳତାଡ଼ କରିବା ସହ ଉଭୟ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story