ସମ୍ପର୍କକୁ ମିଳିଲାନି ସ୍ୱୀକୃତି , ପ୍ରେମୀଯୁଗଳ ନେଲେ ଚରମ ନିଷ୍ପତ୍ତି

ଝାରସୁଗୁଡ଼ା(ଭାଗିରଥୀ ସାହୁ): ହାତ ଧରାଧରି ହୋଇ ଜୀବନର ଚଲାପଥ ଅତିକ୍ରମ କରିବେ ବୋଲି ଶପଥ ନେଇଥିଲେ। ହେଲେ ଚଲାପଥ ଆରମ୍ଭରୁ ହିଁ ଝୁଣ୍ଟି ପଡ଼ିଲେ। ସେମାନଙ୍କ ପ୍ରେମକୁ ସମାଜ ସ୍ୱିକୃତୀ ନ ମିଳିବା ଆଶଙ୍କାରେ ଏକ ସଙ୍ଗେ ମରିବା ନିମନ୍ତେ ନେଲେ  ଚମର ପଦକ୍ଷେପ । ଫଳରେ ଘରୁ ୪ ଦିନ ତଳୁ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ ବିଷ ପିଇଦେବା ପରି ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲାରେ ଘଟିଛି। ଏଥିରେ ପ୍ରେମିକର ମୃତ୍ୟୁ ହୋଇଯାଇଥିବା ବେଳେ […]

lover

lover

Niharika Rout
  • Published: Saturday, 16 January 2021
  • Updated: 16 January 2021, 11:22 AM IST

Sports

Latest News

ଝାରସୁଗୁଡ଼ା(ଭାଗିରଥୀ ସାହୁ): ହାତ ଧରାଧରି ହୋଇ ଜୀବନର ଚଲାପଥ ଅତିକ୍ରମ କରିବେ ବୋଲି ଶପଥ ନେଇଥିଲେ। ହେଲେ ଚଲାପଥ ଆରମ୍ଭରୁ ହିଁ ଝୁଣ୍ଟି ପଡ଼ିଲେ। ସେମାନଙ୍କ ପ୍ରେମକୁ ସମାଜ ସ୍ୱିକୃତୀ ନ ମିଳିବା ଆଶଙ୍କାରେ ଏକ ସଙ୍ଗେ ମରିବା ନିମନ୍ତେ ନେଲେ  ଚମର ପଦକ୍ଷେପ । ଫଳରେ ଘରୁ ୪ ଦିନ ତଳୁ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ ବିଷ ପିଇଦେବା ପରି ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲାରେ ଘଟିଛି। ଏଥିରେ ପ୍ରେମିକର ମୃତ୍ୟୁ ହୋଇଯାଇଥିବା ବେଳେ ଜୀବନ ସହ ସଂଘର୍ଷ କରୁଛି ପ୍ରେମିକା।

ସୂଚନା ଅନୁଯାୟୀ, ଲଖନପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ମରାକୁଟା ଅଞ୍ଚଳର ଜଣେ ଯୁବତୀଙ୍କ  ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା।  ଉଭୟଙ୍କ ସମ୍ପର୍କରୁ ପରିବାର ଲୋକ ବିରୋଧ କରିବାରୁ ଗତ ମଙ୍ଗଳବାର ଉଭୟ ଘରୁ ଫେରାର ହୋଇଯାଇଥିଲେ। ହେଲେ ଆଜି ଭୋରରୁ  ମରାକୁଟା ଗ୍ରାମ ନିକଟସ୍ଥ ସାଲେଟିକ୍ରା ଗାଁ ମୁଣ୍ଡରେ ଥିବା ଏକ ନିଛାଟିଆ ସ୍ଥାନରେ ଉଭୟ ବିଷପାନ କରିଥିଲେ। ପ୍ରେମିକର ମୃତ୍ୟୁ ହୋଇଯିବା ପରେ ପ୍ରେମିକା ନିଜ ଘରକୁ ଫୋନ କରି  ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଝାରସୁଗୁଡା ସଦର ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story