୩ ଦିନ କାଳ ଓଡ଼ିଶାକୁ ଭିଜାଇଲା, ଏବେ ଝାଡ଼ଖଣ୍ଡ ପଳାଇଲା ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ଦିନ କାଳ ଓଡ଼ିଶାକୁ ଭିଜାଉଥିବା ଲଘୁଚାପ ଶେଷରେ ଝାଡ଼ଖଣ୍ଡ ପଳାଇଲା। ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ତେବେ ବର୍ଷା ଆଶଙ୍କାରେ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।  ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୩ ଦିନ କାଳ ଲାଗି ରହିଥିବା ଲଗାଣ ବର୍ଷା ହେତୁ ରାଜ୍ୟର ୩ ବଡ଼  ନଦୀରେ […]

rain-1

rain-1

Niharika Rout
  • Published: Thursday, 27 August 2020
  • Updated: 27 August 2020, 02:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ଦିନ କାଳ ଓଡ଼ିଶାକୁ ଭିଜାଉଥିବା ଲଘୁଚାପ ଶେଷରେ ଝାଡ଼ଖଣ୍ଡ ପଳାଇଲା। ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ତେବେ ବର୍ଷା ଆଶଙ୍କାରେ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।  ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟରେ ୩ ଦିନ କାଳ ଲାଗି ରହିଥିବା ଲଗାଣ ବର୍ଷା ହେତୁ ରାଜ୍ୟର ୩ ବଡ଼  ନଦୀରେ ଏବେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।  ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଉପରେ ରହିଛି।

ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬ ଥିବା ବେଳେ ଦିନ ୧୨ଟାରେ ୪୦.୦୯ ଫୁଟ ପାଣି ପ୍ରବାହିତ ହେଉଥିଲା।  ଆଖୁଆ ପଦାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଦିନ ୧୨ଟାରେ ୧୯.୯୦ ପାଣି ପ୍ରବାହିତ ହେଉଛି।  ବୁଢ଼ାବଳଙ୍ଗ NH5ଠାରେ ବିପଦ ସଂକେତ ୮.୧୩ ଥିବା ବେଳେ ଦିନ ୧୨ଟାରେ ୮.୪୦  ବନ୍ୟା ଜଳ ପ୍ରବାହିତ ହେଉଛି।

ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୫ ଥିବା ବେଳେ ଏବେ ୫୦.୮୬ ମି ପାଣି ପ୍ରବାହିତ ହେଉଛି। ମଥାନିଠାରେ ଜଳକା ନଦୀ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଂକେତ ୫.୫୦ ଥିବା ବେଳେ ଦିନ ୧୨ଟାରେ ୬.୯୮ ଫୁଟ ପାଣି ପ୍ରବାହିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story