ରାସ୍ତା ପାଇଁ ୪୨ କୋଟି: ହାତ ମାରୁ ମାରୁ ଉଠୁଛି ପିଚୁ

କୋଣାର୍କ (ଓଡ଼ିଶା ରିପୋର୍ଟର): ୩୧ କିଲୋମିଟର ରାସ୍ତାର ପୁନଃ ନିର୍ମାଣ ପାଇଁ ମଞ୍ଜୁର ହୋଇଛି ୪୨ କୋଟି ଟଙ୍କା। ମାତ୍ର ରାସ୍ତା କାମ  ନ ସରୁଣୁ ହାତ ମାରୁ ମାରୁ ଉଠୁଛି ପୁଳା ପୁଳା ପିଚୁ। ଏପରି ନିମ୍ନମାନର କାମ ପୁରୀ ଜିଲ୍ଲା ନିମାପଡା-ଅସ୍ତରଙ୍ଗ ରାସ୍ତାରେ ଦେଖିବାକୁ ମିଳିଛି। ମା’ ମଙ୍ଗଳା ପୀଠ କାକାଟପୁର, କଟକ ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ନିମାପଡ଼ା-ଅସ୍ତରଙ୍ଗ ୩୧ କିଲୋମିଟରର ରାସ୍ତାର ପୁନଃ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୪୨ […]

Low quality work

Low quality work

Niharika Rout
  • Published: Monday, 26 July 2021
  • Updated: 26 July 2021, 09:36 AM IST

Sports

Latest News

କୋଣାର୍କ (ଓଡ଼ିଶା ରିପୋର୍ଟର): ୩୧ କିଲୋମିଟର ରାସ୍ତାର ପୁନଃ ନିର୍ମାଣ ପାଇଁ ମଞ୍ଜୁର ହୋଇଛି ୪୨ କୋଟି ଟଙ୍କା। ମାତ୍ର ରାସ୍ତା କାମ  ନ ସରୁଣୁ ହାତ ମାରୁ ମାରୁ ଉଠୁଛି ପୁଳା ପୁଳା ପିଚୁ। ଏପରି ନିମ୍ନମାନର କାମ ପୁରୀ ଜିଲ୍ଲା ନିମାପଡା-ଅସ୍ତରଙ୍ଗ ରାସ୍ତାରେ ଦେଖିବାକୁ ମିଳିଛି।

ମା’ ମଙ୍ଗଳା ପୀଠ କାକାଟପୁର, କଟକ ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ନିମାପଡ଼ା-ଅସ୍ତରଙ୍ଗ ୩୧ କିଲୋମିଟରର ରାସ୍ତାର ପୁନଃ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୪୨ କୋଟି ଟଙ୍କାର ଟେଣ୍ଡର କରିଥିଲା । କେବିଏମ କନଷ୍ଟ୍ରକସନ୍‌ ନାମକ ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେବା ପରେ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ଛେଲା ଛେଲା ପିଚୁ ଉଠୁଥିବା ଦେଖାଯାଇଛି।

ସମ୍ପୃକ୍ତ ଠିକା ସଂସ୍ଥା ପୁରୁଣା ରାସ୍ତା ଉପରେ କେବଳ ପିଚୁ ଗୋଡ଼ି ରୋଲିଂ କରି ଛାଡ଼ି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାସ୍ତାର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନିମାପଡ଼ା ପୂର୍ତ୍ତ ବିଭାଗ ଏସ୍‌ଡିପିଓ କହିଛନ୍ତି।

ଏନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ୫୦ କୋଟିର କାମ ହେଉଛି। ଏଥିରେ ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାଜସ୍ୱ ଲୁଟ୍‌ ହେଉଛି ।  ଆମ ଟିକସରେ ଆମମାନଙ୍କ ପାଇଁ ଏପରି କାମ ହେଉଛି। ଅଧା ଟଙ୍କା ଖାଇ ଯାଉଛନ୍ତି, ଆଉ ଅଧାରେ ଉପରେ କିଛି ପିଚୁ ଢାଳି ରାସ୍ତା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story