‘ଛତିଶଗଡ଼ରେ କମିଛି ବର୍ଷା, ହୀରାକୁଦରେ ଖସୁଛି ଜଳସ୍ତର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଆଜି ମଧ୍ୟାହ୍ନ ୧୨ରେ ହୀରାକୁଦରେ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ପାଣି ଧୀରେ ଧୀରେ ଖସୁଥିବାରୁ ନିଜ ଘରକୁ ଫେରୁଛନ୍ତି ଲୋକେ। ହେଲେ ସ୍ଥିତି ସାମାନ୍ୟ ହେବା ନିମନ୍ତେ ଆଉ କିଛି ସମୟ ଲାଗିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୟ ମିଶ୍ର କହିଛନ୍ତି, ହୀରାକୁଦ ଡ୍ୟାମ୍‌ର ଜଳସ୍ତର […]

eic

eic

Niharika Rout
  • Published: Saturday, 20 August 2022
  • Updated: 20 August 2022, 12:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଆଜି ମଧ୍ୟାହ୍ନ ୧୨ରେ ହୀରାକୁଦରେ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ପାଣି ଧୀରେ ଧୀରେ ଖସୁଥିବାରୁ ନିଜ ଘରକୁ ଫେରୁଛନ୍ତି ଲୋକେ। ହେଲେ ସ୍ଥିତି ସାମାନ୍ୟ ହେବା ନିମନ୍ତେ ଆଉ କିଛି ସମୟ ଲାଗିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୟ ମିଶ୍ର କହିଛନ୍ତି, ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଏବେ ୬୨୦.୭୧ ଫୁଟ  ରହିଛି। ପ୍ରତି ସେକେଣ୍ଡରେ ଡ୍ୟାମକୁ ୧ ଲକ୍ଷ ୮୩ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୫୪ ହଜାର କ୍ୟୁସେକ୍‌ ଜଳ ।

ଗତକାଲି ଦିନ ୯ଟାରେ ମୁଣ୍ଡଳିରେ ୯ ଲକ୍ଷ ୫୬ କ୍ୟୁସେକ୍‌ ପାଣି ପାସ୍‌ କରୁଥିବା ବେଳେ ଆଜି ତାହା ୮ ଲକ୍ଷ ୫୭ ହଜାର କ୍ୟୁସେକକୁ ହ୍ରାସ ପାଇଛି।  ଆଜି ସକାଳେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ହୋଇଛି।  ହେଲେ ଛତିଶଗଡ଼ରେ ମଧ୍ୟ ବର୍ଷା କମିଛି।  ସେଥିପାଇଁ ବନ୍ୟାଜଳ କମ୍ ନିଷ୍କାସନ ହେବ । ବର୍ଷାକୁ ଦେଖି ଆଉ ଅଧିକ ଗେଟ୍ ବନ୍ଦ କରାଯିବ କି ନାହିଁ, ସେହି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

ବର୍ଷା କମିଥିବା ସତ୍ତ୍ୱେ ଲୋକଙ୍କ ଦୁର୍ଦ୍ଦଶା କମିନି । ଘରେ ପାଣି ପଶିବା ପରେ ଲୋକେ ଘର ଛାଡ଼ି ସୁରକ୍ଷିତ ଜାଗାକୁ ପଳାଇଥିଲେ ।  ନଦୀ ବନ୍ଧରେ ଆଶ୍ରୟ ନେଇଥିଲେ । ଏବେ ବର୍ଷା ଟିକେ କମିବା ପରେ ଲୋକେ ଘରକୁ ଫେରିବା ଆରମ୍ଭ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story