ଆଜିଠୁ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ

କଟକ (ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ତେବେ ସମସ୍ତ ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ। ଯେଉଁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶଟ୍‌ଡାଉନ୍‌ କିମ୍ବା ଲକ୍‌ଡାଉନ୍‌ ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ। ସେହି ଅଞ୍ଚଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିବ। ଏନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁ ସ୍ଥାନରେ ଇଣ୍ଟରନେଟ୍ କିମ୍ବା ଅନ୍ୟ […]

hc

hc

Niharika Rout
  • Published: Monday, 24 August 2020
  • Updated: 24 August 2020, 10:07 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ତେବେ ସମସ୍ତ ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ। ଯେଉଁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶଟ୍‌ଡାଉନ୍‌ କିମ୍ବା ଲକ୍‌ଡାଉନ୍‌ ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ। ସେହି ଅଞ୍ଚଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିବ। ଏନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଯେଉଁ ସ୍ଥାନରେ ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି ବୈଷୟିକ ସମସ୍ୟା ଥିବ ସେଠାରେ କୋଭିଡ କଟକଣା ମାନି କୋର୍ଟ ପରିସରରେ କାର୍ଯ୍ୟ କରିହେବ। ତେବେ ଆବଶ୍ୟକ ନଥିଲେ କୌଣସି ସାକ୍ଷୀ କିମ୍ବା ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ବାଧ୍ୟ ନ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ।

ଅନ୍ୟ ପଟେ ହାଇକୋର୍ଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟ ଚାଲୁ ରହିବ। ହାଇକୋର୍ଟଙ୍କ ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡ୍‌ରେ ହେବ। ନୂଆ କେସ୍‌ଗୁଡିକ ଇ-ମେଲ୍, ଇ-ଫାଇଲିଂ କିମ୍ବା ଡ୍ରପ୍ ବକ୍ସ ମାଧ୍ୟମରେ ଦାଖଲ କରାଯିବ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story