କ୍ଷତିପୂରଣ ନମିଳିବାରୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ଆତ୍ମହତ୍ୟା!

ନୂଆପଡ଼ା(ମାୟାଧର ସରାଫ): କ୍ଷତିପୂରଣ ନମିଳିବାରୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ଆତ୍ମହତ୍ୟା ଅଭିଯୋଗ। କୋମନା ଥାନା ଡୁମେରବାହାଲ ଗାଁରେ ଜଣେ ବସ୍ଥାପିତ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ NH ୩୫୩ ଅବରୋଧ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ଜିଲ୍ଲାରେ ନିମାଣାଧୀନ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଦେଖିବାକୁ ଯାଇଥିଲେ। ସେ […]

nuapada

nuapada

Manoranjan Sial
  • Published: Friday, 09 October 2020
  • Updated: 09 October 2020, 06:12 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): କ୍ଷତିପୂରଣ ନମିଳିବାରୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ଆତ୍ମହତ୍ୟା ଅଭିଯୋଗ। କୋମନା ଥାନା ଡୁମେରବାହାଲ ଗାଁରେ ଜଣେ ବସ୍ଥାପିତ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ NH ୩୫୩ ଅବରୋଧ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ଜିଲ୍ଲାରେ ନିମାଣାଧୀନ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଦେଖିବାକୁ ଯାଇଥିଲେ। ସେ ପ୍ରକଳ୍ପର ବିଭିନ୍ନ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେପଟେ ଗସ୍ତ ସମୟରେ ଲୋୟର ଇନ୍ଦ୍ର ଜଳ ସେଚନ ବିସ୍ଥାପିତ ସହାୟତା ସମିତି ତରଫରୁ ଜିଲ୍ଲାପାଳଙ୍କୁ ୧୪ ଦଫା ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ସଂପୂର୍ଣ୍ଣ ବୁଡି ଗାଁର ପ୍ରାୟ ୨୫୦୦ ବିସ୍ଥାପିତ ପରିବାରଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ, ଯୋଗ୍ୟ ବିସ୍ଥାପିତଙ୍କୁ ସହାୟତା ପ୍ରଦାନ ଆଦି ଦାବି କରାଯାଇଛି। ଦାବିପୂରଣ ନ ହେଲେ ଆଗାମୀ ନଭେମ୍ୱର ମାସରେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବିସ୍ଥାପିତ। ଆଗାମୀ ଆର୍‌ପିଡିଏସି ବୈଠକରେ ସବୁ ସମସ୍ୟାର ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story