ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରେ ହେବ ଚନ୍ଦ୍ରଗ୍ରହଣ। ଯାହାକି ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି ଜ୍ୟୋତିର୍ବିଜ୍ଞାନ ମତ ଦେଉଛନ୍ତି। ୨୭ ତାରିଖ ମଧ୍ୟରାତ୍ରରେ ଏହି ଗ୍ରହଣ ସ୍ପର୍ଷ ହେଉଥିବା ବେଳେ ୨୮ ତାରିଖ ସକାଳେ ମଧ୍ୟ ଗ୍ରହଣ ଦୃଶ୍ୟମାନ ହେବ। ତେବେ ସବୁଠାରୁ ବଡ଼ କଥା ହେଉଛି ଏଥର ଚନ୍ଦ୍ରଗ୍ରହଣ ସମୟରେ ଜହ୍ନର ରଙ୍ଗ ସମ୍ପୁର୍ଣ୍ଣ ଲାଲ୍ ଅର୍ଥାତ୍ ରକ୍ତ ବର୍ଣ୍ଣ ହୋଇଯିବ। ଗ୍ରହଣ ଦିନ ସୂର୍ଯ୍ୟଙ୍କ ବିଚ୍ଛୁରୀତ କିରଣ ବାୟୁମଣ୍ଡଳରେ ପ୍ରବେଶ କରିବାରୁ ଚନ୍ଦ୍ରଙ୍କ ରଙ୍ଗ ଏପରି ହେବ ବୋଲି କୁହାଯାଉଛି।
ଏହି ଗ୍ରହଣ ମଧ୍ୟରାତ୍ରରେ ଭାରତରେ ଦୃଶ୍ୟମାନ ହେବ। ଯାହାକି ୪ ଘଣ୍ଟା ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷ ଜାନୁୟାରୀରେ ହୋଇଥିବା ଚନ୍ଦ୍ରଗହଣରେ ମଧ୍ୟ ଲାଲ ରଙ୍ଗର ଚନ୍ଦ୍ର ଦେଖିବାକୁ ମିଳିଥିଲା। ଯାହାକି ସ୍ୱଳ୍ପ ସମୟ ପାଇଁ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।