ଇନ୍ଦିରାଙ୍କ ଶ୍ରାଦ୍ଧ ଦିବସରେ କଂଗ୍ରେସର ମଦ ବିରୋଧୀ ଆନ୍ଦୋଳନ

Ordigital Desk
  • Published: Tuesday, 31 October 2017
  • , Updated: 31 October 2017, 07:15 PM IST
<p>କୋରାପୁଟ (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ବୋରିଗୁମ୍ମାରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଛି। ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।</p> <p>ଏହି ଅବସରରେ ବୋରିଗୁମ୍ମା ବ୍ଲକ ଅଫିସ ଛକରୁ ଏକ ରାଲି ବାହାରି ପୁରୁଣା ବୋରିଗୁମ୍ମା ପର୍ଯ୍ୟନ୍ତ ଯାଇଥିଲା।</p>

Related story