ମ୍ୟାଗି ଆତଙ୍କ: ଟେଷ୍ଟ ପାଇଁ ପୁଣେକୁ ଗଲା ୧୪ଜିଲ୍ଲାରୁ ୨୫ ସାମ୍ପୁଲ

ଭୁବନେଶ୍ୱର: ଓଡ଼ିଶା ବଜାରରେ ମିଳୁଥିବା ମ୍ୟାଗି ନୁଡୁଲ୍ସର ନମୁନାକୁ ପୁଣେ ସ୍ଥିତ ଏକ ଲାବ୍ରୋଟାରୀକୁ ପଠାଯାଇଛି। ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଆଜି ଏନେଇ ସୂଚନା ଦେଇଛନ୍ତି। ମ୍ୟାଗୀ ନୁଡୁଲ୍ସରେ ମାତ୍ରାଧିକ ହାନିକାର ସୀସା ରହୁଥିବା ନେଇ ଜାତୀୟ ସ୍ତରରେ ହଇଚଇ ହେବା ପରେ ଓଡ଼ିଶା ସରକାର ରାଜ୍ୟରୁ ସାମ୍ପୁଲ୍ ସଂଗ୍ରହ ପାଇଁ ନିଦ୍ଦେର୍ଶ ଦେଇଥିଲେ। ଏହା ପରେ ରାଜ୍ୟର ୧୪ଟି ଜିଲ୍ଲାରୁ ୨୫ଟି ସାମ୍ପଲ ସଂଗ୍ରହ କରାଯାଇ ଷ୍ଟେଟ ପବ୍ଲିକ୍ ହେଲଥ ଲାବ୍ରୋଟାରୀକୁ ପଠାଯାଇଥିଲା। ହେଲେ […]

maggi

maggi

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 07:37 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ବଜାରରେ ମିଳୁଥିବା ମ୍ୟାଗି ନୁଡୁଲ୍ସର ନମୁନାକୁ ପୁଣେ ସ୍ଥିତ ଏକ ଲାବ୍ରୋଟାରୀକୁ ପଠାଯାଇଛି। ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଆଜି ଏନେଇ ସୂଚନା ଦେଇଛନ୍ତି। ମ୍ୟାଗୀ ନୁଡୁଲ୍ସରେ ମାତ୍ରାଧିକ ହାନିକାର ସୀସା ରହୁଥିବା ନେଇ ଜାତୀୟ ସ୍ତରରେ ହଇଚଇ ହେବା ପରେ ଓଡ଼ିଶା ସରକାର ରାଜ୍ୟରୁ ସାମ୍ପୁଲ୍ ସଂଗ୍ରହ ପାଇଁ ନିଦ୍ଦେର୍ଶ ଦେଇଥିଲେ। ଏହା ପରେ ରାଜ୍ୟର ୧୪ଟି ଜିଲ୍ଲାରୁ ୨୫ଟି ସାମ୍ପଲ ସଂଗ୍ରହ କରାଯାଇ ଷ୍ଟେଟ ପବ୍ଲିକ୍ ହେଲଥ ଲାବ୍ରୋଟାରୀକୁ ପଠାଯାଇଥିଲା। ହେଲେ ଏଠାରେ ବର୍ତ୍ତମାନ ସୀସା ମାପିବା ପାଇଁ ଆବଶ୍ୟକ ଉପକରଣ ନଥିବାରୁ ସାମ୍ପଲ୍ ସବୁକୁ ପୁଣେ ପଠାଯାଇଛି।
ମ୍ୟାଗି ନୁଡୁଲ୍ସରେ ମାତ୍ରାଧିକ ବିଷାକ୍ତ ସୀସା ରହୁଥିବା କାରଣରୁ ଦେଶବ୍ୟାପି ଉଦବେଗ ପ୍ରକାଶ ପାଇଛି। ଏପରିକି କେରଳ ସରକାର ମ୍ୟାଗି ବିକ୍ରି ଉପରେ କଟକଣା ଲଗାଇଛନ୍ତି। ସେପଟେ ଅନ୍ୟ ଏକ ଘଟଣାକ୍ରମରେ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ସମନ ପାଇ ଆଜି ମ୍ୟାଗିର ଉତ୍ପାଦନକାରୀ ନେସ୍ଲେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ସ୍ୱାସ୍ଥ୍ୟ ବିଭାଗରେ ହାଜର ହୋଇଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶର ମୁଜାଫରପୁର କୋର୍ଟ, ମ୍ୟାଗି ବିଜ୍ଞାପନରେ ଅଭିନୟ କରିଥିବା ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ ଓ ପ୍ରୀତି ଜିଣ୍ଟାଙ୍କ ସମେତ କଂପାନିର ଦୁଇ ଅଧିକାରୀରଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ପାଇଁ ନିଦ୍ଦେର୍ଶ ଦେଇଛନ୍ତି। ଆବଶ୍ୟକ ହେଲେ ଏମାନଙ୍କୁ ଗିରଫ କରିବାକୁ କୋର୍ଟ କହିଛନ୍ତି। ସେପଟେ କେରଳ ସରକାର ମଧ୍ୟ ମ୍ୟାଗି ବିକ୍ରି ଉପରେ କଟକଣା ଲଗାଇବା ସହ ବଜାରରୁ ସବୁ ମ୍ୟାଗି ପ୍ୟାକେଟ୍ ପ୍ରତ୍ୟାହାର କରିନେବାକୁ ନିଦ୍ଦେର୍ଶ ଦେଇଛନ୍ତି। ମ୍ୟାଗିରେ ମାତ୍ରାଧିକ ବିଷାକ୍ତ ଲିଡ୍ ରହୁଥିବା ନେଇ ଉତ୍ତରପ୍ରଦେଶ ସରକାର କରିଥିବା ପରୀକ୍ଷାରୁ ଜଣା ପଡ଼ିଥିଲା। ଏହାକୁ ନେଇ ମାଗି ପ୍ରସ୍ତୁତକାରୀ କଂପାନି ନେସ୍ଲେ-ଇଣ୍ଡିଆ ବିରୋଧରେ ମାମଲା ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story