ମହାନଦୀ ଜଳ ବିବାଦ ପ୍ରସଙ୍ଗ: ହାଇକୋର୍ଟରେ ଜବାବ ଦାଖଲ କଲା ସିଡବ୍ଲ୍ୟୁସି

କଟକ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ପକ୍ଷରୁ ଏହି ଜବାବ ଦାଖଲ କରାଯାଇଛି। ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଜବାବ ଦାଖଲ ହୋଇଛି। ସିଡବ୍ଲ୍ୟୁସି ମହାନଦୀ ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ ଦ୍ୱାରା କରାଇବାକୁ ନିବେଦନ କରିଛି। ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା।

HC

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 12:44 PM IST

କଟକ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ପକ୍ଷରୁ ଏହି ଜବାବ ଦାଖଲ କରାଯାଇଛି। ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଜବାବ ଦାଖଲ ହୋଇଛି।

ସିଡବ୍ଲ୍ୟୁସି ମହାନଦୀ ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ ଦ୍ୱାରା କରାଇବାକୁ ନିବେଦନ କରିଛି। ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା।

Related story