ମହାନଦୀରେ ଭାସିଗଲା ଜୀବନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତାରପୁର ତାରିଣୀ ମନ୍ଦିର ନିକଟରେ ଆଜି ସକାଳେ ୨ ଜଣ ଯୁବକ ଗାଧୋଇବା ବେଳେ ମହାନଦୀରେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ବୁଡ଼ି ଯାଇଥିବା ଯୁବକଙ୍କୁ ଖୋଜା ଖୋଜି କରିଥିଲେ।  କିଛି ସମୟ ପରେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

death

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 12:42 PM IST

Related story