ମୁଣ୍ଡ ନେଉଛି ମହାନଦୀ! ୩ ବର୍ଷରେ କଟକରେ ଗଲାଣି ୩୨ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଣ୍ଡ ନେଉଛି ମହାନଦୀ! ସିଏ ଗାଧୋଇବା ହେଉ ଅବା ଆତ୍ମହତ୍ୟା ହେଉ। ପ୍ରତିଦିନ ମହାନଦୀ ମୁଣ୍ଡ ନେଉଥିବାର ନଜିର ରହିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ଗତ ୫ ବର୍ଷରେ ମହାନଦୀରେ ୨୧ଟି ବୁଡ଼ି ଘଟଣା ଘଟିଥିବା ବେଳେ ଯାଇଛି ୧୨ରୁ ଅଧିକଙ୍କ ଜୀବନ। ଠିକ୍‌ ସେମିତି ୨୦୧୯ରୁ ଆଜିଯାଏ କଟକରେ ୬୧ଟି ଘଟଣା ଭିତରୁ ଯାଇଛି ୩୨ ଜୀବନ। ୨୦୧୬ ମସିହା ଅଗଷ୍ଟ ୩୧ ତାରିଖରେ କଟକ ଗଡ଼ଗଡ଼ିଆ ଘାଟରେ ଗାଧୋଉଥିବା ବେଳେ […]

Mahanadi River

Mahanadi River

Manoranjan Sial
  • Published: Tuesday, 05 October 2021
  • Updated: 05 October 2021, 08:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଣ୍ଡ ନେଉଛି ମହାନଦୀ! ସିଏ ଗାଧୋଇବା ହେଉ ଅବା ଆତ୍ମହତ୍ୟା ହେଉ। ପ୍ରତିଦିନ ମହାନଦୀ ମୁଣ୍ଡ ନେଉଥିବାର ନଜିର ରହିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ଗତ ୫ ବର୍ଷରେ ମହାନଦୀରେ ୨୧ଟି ବୁଡ଼ି ଘଟଣା ଘଟିଥିବା ବେଳେ ଯାଇଛି ୧୨ରୁ ଅଧିକଙ୍କ ଜୀବନ। ଠିକ୍‌ ସେମିତି ୨୦୧୯ରୁ ଆଜିଯାଏ କଟକରେ ୬୧ଟି ଘଟଣା ଭିତରୁ ଯାଇଛି ୩୨ ଜୀବନ।

୨୦୧୬ ମସିହା ଅଗଷ୍ଟ ୩୧ ତାରିଖରେ କଟକ ଗଡ଼ଗଡ଼ିଆ ଘାଟରେ ଗାଧୋଉଥିବା ବେଳେ ମହାନଦୀରେ ଭାସି ଯାଇଥିଲେ ଭୁବନେଶ୍ୱର ଏକ ଇଂଜିନିୟରିଂ କଲେଜର ୪ ଛାତ୍ରଛାତ୍ରୀ। ସେମାନଙ୍କ ଭିତରୁ ଜଣେ ବଞ୍ଚା ଯାଇଥିଲା। ଠିକ୍‌ ସେମିତି ଗତ ୨୪ ତାରିଖରେ ମହାନଦୀର ମୁଣ୍ଡଳୀଠାରେ ଓଡ୍ରାଫ୍‌ ବୋଟ ଓଲଟି ପଡ଼ିଥିଲା। ଫଳରେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଜଣେ ଓଡ୍ରାଫ୍ କର୍ମଚାରୀଙ୍କ ଅକାଳ ମୃତ୍ୟୁ ଘଟିଥିଲା। ମହାନଦୀରେ ବିଭିନ୍ନ ସମୟରେ ଏମିତି ଛୋଟ ବଡ଼ ଅଘଟଣମାନ ଘଟି ଚାଲିଛି। ଯାହାକୁ ରୋକିବା ପାଇଁ କଟକରେ ମହାନଦୀର ଗଡ଼ଗଡ଼ିଆ ଘାଟ ଓ ଯୋବ୍ରା ସହ କିଛି ସ୍ଥାନକୁ ବିପଦପୂର୍ଣ୍ଣ ଚିହ୍ନଟ କରି ନଦୀକୁ ନଯିବାକୁ ଫଳକ ଲଗାଇ ସତର୍କ କରିଛି ପ୍ରଶାସନ। ସେ ସ୍ଥାନ ମଧ୍ୟରେ ରହିଛି ଯୋବ୍ରା ବ୍ୟାରେଜ। ଏଠାରେ ବେଧଡ଼କ ଗାଧୁଆ ପାଧୁଆ କରୁଛନ୍ତି ଲୋକ।

ମହାନଦୀରେ କେବଳ କଟକରେ ୨୦୧୯ରୁ ଆଜି ତାରିଖ ସୁଦ୍ଧା ୬୧ଟି ଦୁର୍ଘଟଣା ଜନିତ କଲ ପାଇଛି ଅଗ୍ନିଶମ ବିଭାଗ। ଯେଉଁଥିରୁ ୨୯ ଜଣଙ୍କ ଜୀବନ ରକ୍ଷା ସମ୍ଭବ ହୋଇଥିବା ବେଳେ ୩୨ ଜଣଙ୍କ ପ୍ରାଣ ଯାଇଥିବା ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ। ସେ କହିଛନ୍ତି, ରାଜ୍ୟରେ ୪୮୦ କିଲୋମିଟର କୋଷ୍ଟାଲ ଲାଇନ ରହିଛି। ଯାହା ନଦୀ-ନାଳ ଓ ସମୁଦ୍ର ସଲଗ୍ନ ସୁଇସାଇଡ୍‌, ଫିସିଂ ଅବା ଗାଧୁଆଜନିତ ମୃତ୍ୟୁ ଦୈନିକ ତିନିରୁ ଚାରିଟି ଦୁର୍ଘଟଣାଜନିତ ଖବର ଆସୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story