ବିଜେଡି ଓ ବିଜେପିର ରାଜନୀତି ଯୋଗୁ ମହାନଦୀ ଜଳ ବିବାଦ : ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମହାନଦୀରେ ଅଧିକ ଜଳ ଓଡ଼ିଶାକୁ ଆସିଛି ବୋଲି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।ଚଳିତବର୍ଷ ମହାନଦୀରେ ଅଧିକ ଜଳ ଓଡ଼ିଶାକୁ ଆସିଛି ବୋଲି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ବିବାଦ ପ୍ରସଙ୍ଗରେ ବିଜେଡି ଓ ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ପିସିସି ସଭାପତି ଶ୍ରୀ […]

niranjan

niranjan

Manoranjan Sial
  • Published: Tuesday, 14 July 2020
  • Updated: 14 July 2020, 07:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମହାନଦୀରେ ଅଧିକ ଜଳ ଓଡ଼ିଶାକୁ ଆସିଛି ବୋଲି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।ଚଳିତବର୍ଷ ମହାନଦୀରେ ଅଧିକ ଜଳ ଓଡ଼ିଶାକୁ ଆସିଛି ବୋଲି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ବିବାଦ ପ୍ରସଙ୍ଗରେ ବିଜେଡି ଓ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହାନଦୀ ଜଳବିବାଦକୁ ନେଇ ଛତିଶଗଡ଼ ବିଜେପି ସରକାର ଓ ଓଡ଼ିଶାର ବିଜେଡି ସରକାର ବହୁ ରାଜନୀତି କଲେ। ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେମାନଙ୍କର ଆନ୍ତରିକତା ନଥିଲା। ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତିରେ ବିଶ୍ୱାସ କରନ୍ତି। ଏବେ କିନ୍ତୁ ସତ୍ୟ ସାମ୍ନାକୁ ଆସିଛି। ଓଡ଼ିଶାର ଦାବି ଥିଲା ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ସର୍ବନିମ୍ନ ୧.୨ ମିଲିଅନ୍ ଏକର ଫୁଟ୍ ପାଣି ଛତିଶଗଡ଼ ସରକାର ଛାଡ଼ନ୍ତୁ। କିନ୍ତୁ ଛତିଶଗଡ଼ ବିଜେପି ସରକାର ରୋକଠୋକ୍ ନାହିଁ କରିଦେଲେ। ହୀରାକୁଦ ବନ୍ଧ ଗୋଟେ କେନ୍ଦ୍ରୀୟ ଯୋଜନା। ଡିପିଆରରେ ସ୍ପଷ୍ଟ ଭାବେ ଉଲ୍ଲେଖିତ ଅଛି ଓଡ଼ିଶାର ଅଂଶ ୧୨.୨୮ ମିଲିୟନ ଏକର ଫୁଟ ଏବଂ ଛତିଶଗଡ଼ ଭାଗ ୮.୩୩ ମିଲିୟନ ଏକର ଫୁଟ। ଛତିଶଗଡ଼ ବିଜେପି ସରକାର ଅଣମୌସୁମୀ ସମୟରେ ପାଣି ଛାଡ଼ିବାକୁ ମନା କରିଦେଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହେଲା। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ମଇ ମାସ ପର୍ଯ୍ୟନ୍ତ ମହାନଦୀ ଜଳଭଣ୍ଡାରରେ ୬୨୪ ରୁ ୬୧୭ ଫୁଟ ପର୍ଯ୍ୟନ୍ତ ଜଳ ଥିଲା। ଯାହାକି ଅନ୍ୟ ବର୍ଷ ତୁଳନାରେ ୧୦ ରୁ ୧୫ ଫୁଟ ଅଧିକ। ଚଳିତ ବର୍ଷ ଛତିଶଗଡର କଂଗ୍ରେସ ସରକାର ମହାନଦୀରେ ୧.୬ ଏକର ଫୁଟ ପାଣି ଛାଡ଼ିଛନ୍ତି। ଛତିଶଗଡ଼ର ବିଜେପି ସରକାର ପୂର୍ବରୁ ଏହି ଜଳ ଛାଡ଼ୁନଥିବାବେଳେ କଂଗ୍ରେସ ସରକାର ଏହା ଛାଡ଼ିବାକୁ ସକ୍ଷମ ହୋଇଛନ୍ତି। ତା’ହେଲେ ଏତେ ପାଣି ଆସିଲା କେଉଁଠୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସବୁ କଥାରେ ବିଜେଡି ସରକାର ବିଜେପିକୁ ସମର୍ଥନ କରୁଛନ୍ତି। ଓଡ଼ିଆ ଲୋକଙ୍କ ସ୍ୱାର୍ଥ ପାଇଁ କାହିଁକି ଏତିକି କରିପାରିଲେ ନାହିଁ ବା କରିପାରୁ ନାହାନ୍ତି। ଏହାର ସନ୍ତୋଷଜନକ ଉତ୍ତର ଓଡ଼ିଶାବାସୀଙ୍କୁ କିଏ ଦେବ ବିଜେପି ନା ବିଜେଡି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାକୁ ୨ ଲକ୍ଷ ମିଲିୟନ ଏକର ଫୁଟ ପାଣି ଦେଲେ ଅଣମୌସୁମୀ ସମୟରେ ଓଡ଼ିଶାର ଆବଶ୍ୟକତା ପୂରଣ ହୋଇପାରିବ। ଏହି କଥାକୁ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥାନ୍ତେ। କିନ୍ତୁ ତାହା ନକରି ବିଜେଡି ଓ ବିଜେପି ସରକାରକୁ ମହାନଦୀ ବିବାଦର ସମାଧାନ ପାଇଁ ସୁପ୍ରିମ୍‌କୋର୍ଟ ଓ ଟ୍ରିବ୍ୟୁନାଲ୍ ଯିବାକୁ ପଡ଼ିଲା ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story