ହାଜର ହେଲେ ଆଇଆଇସି; ଦାଖଲ କଲେ କେସ୍‌ ଡାଏରୀ, ସିଡିଆର୍‌ ରିପୋର୍ଟ

ସାଲେପୁର (ମନୋଜ ଆଚାର୍ଯ୍ୟ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ପୂର୍ବ ଆଦେଶ ମୁତାବକ ଆଜି ମାହାଙ୍ଗା ଥାନା ଅଧିକାରୀ ବ୍ୟକ୍ତିଗତ ଭାବେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜିରା ହୋଇଛନ୍ତି। ଏଥିସହ କୋର୍ଟ ମାଗିଥିବା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର୍‌ ସଂରକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି। ଏହାବ୍ୟତୀତ ଏହି ଘଟଣାରେ ୧୦ ଜଣଙ୍କ ୧୬୧ ସାକ୍ଷ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି ଆଇଆଇସି। ଏନେଇ ଏତେଲାକାରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି। ୨୦୨୧ ଜାନୁଆରୀ […]

mahanga-murder

mahanga-murder

Manoranjan Sial
  • Published: Friday, 10 December 2021
  • Updated: 10 December 2021, 06:54 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ପୂର୍ବ ଆଦେଶ ମୁତାବକ ଆଜି ମାହାଙ୍ଗା ଥାନା ଅଧିକାରୀ ବ୍ୟକ୍ତିଗତ ଭାବେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜିରା ହୋଇଛନ୍ତି। ଏଥିସହ କୋର୍ଟ ମାଗିଥିବା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର୍‌ ସଂରକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି। ଏହାବ୍ୟତୀତ ଏହି ଘଟଣାରେ ୧୦ ଜଣଙ୍କ ୧୬୧ ସାକ୍ଷ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି ଆଇଆଇସି। ଏନେଇ ଏତେଲାକାରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି।

୨୦୨୧ ଜାନୁଆରୀ ୨ ତାରିଖରେ ସାଲେପୁର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକ୍‌ରେ ଘରକୁ ଆସୁଥିଲେ। ଘରଠାରୁ ଅଳ୍ପ ଦୂରରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ଦିବ୍ୟସିଂହ। ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ୯ ଜଣଙ୍କୁ ଗିରଫ କରିଥିଲା ପୁଲିସ।

ମାହାଙ୍ଗ ଡ଼ବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତେଲାରେ ଥିଲା। କିନ୍ତୁ ଚାର୍ଜସିଟ୍‌ରେ ୧୩ ନମ୍ବର ମୁଦାଲା ଭାବେ ଥିବା ମନ୍ତ୍ରୀଙ୍କ ନାଁକୁ ହଟାଇ ଦିଆଯାଇଥିଲା। ଏ ନେଇ  କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ। ଏହା ପରେ ଗତ ଅଗଷ୍ଟରେ ପ୍ରୋଟେଷ୍ଟ ପିଟିସନର ଶୁଣାଣୀ କରି ସେହି ମାସ ୨୫ ତାରିଖରେ ଏହାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ତଦନ୍ତ ରିପୋର୍ଟ ନମିଳିବାରୁ ଆଜି କ୍ଷୁବ୍ଧ ହୋଇଥିଲେ କୋର୍ଟ। ପୁଲିସ୍‌ ସେହି ମାମଲାର ପୁନଃ ତଦନ୍ତ କରି ରିପୋର୍ଟ ଦେଇନଥିବାରୁ କଡା ଭାଷାରେ ଭତ୍ସନା କରି ଥିବା ରମାକାନ୍ତଙ୍କ ଓକିଲ ପ୍ରବୀଣ କାନୁନଗୋ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story