ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ: ଗହ୍ମାପୂର୍ଣ୍ଣିମା ପାଇଁ  ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ପାଟରା ବିଶୋଇମାନେ ଏଥିପାଇଁ ୪ଟି ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ଏହି ୪ଟି ରାକ୍ଷୀକୁ ୪ଟି ରଙ୍ଗରେ ତିଆରି କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କର ଲାଲ୍‌ ଓ ହଳଦିଆ ରଙ୍ଗରେ ରାକ୍ଷୀ ତିଆରି ହୋଇଥିବା ବେଳେ ବଳଭଦ୍ରଙ୍କ ନୀଳ ଓ ବାଇଗଣୀ ରଙ୍ଗରେ କରାଯାଇଛି। ଦ୍ୱିପ୍ରହର ଧୂପ ପରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ।

puri

Rakesh Mallick
  • Published: Thursday, 18 August 2016
  • , Updated: 18 August 2016, 08:43 AM IST

ପୁରୀ: ଗହ୍ମାପୂର୍ଣ୍ଣିମା ପାଇଁ  ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ପାଟରା ବିଶୋଇମାନେ ଏଥିପାଇଁ ୪ଟି ରାକ୍ଷୀ ପ୍ରସ୍ତୁତ କରିଛନ୍ତି।

ଏହି ୪ଟି ରାକ୍ଷୀକୁ ୪ଟି ରଙ୍ଗରେ ତିଆରି କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କର ଲାଲ୍‌ ଓ ହଳଦିଆ ରଙ୍ଗରେ ରାକ୍ଷୀ ତିଆରି ହୋଇଥିବା ବେଳେ ବଳଭଦ୍ରଙ୍କ ନୀଳ ଓ ବାଇଗଣୀ ରଙ୍ଗରେ କରାଯାଇଛି।

ଦ୍ୱିପ୍ରହର ଧୂପ ପରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ।

Related story