ଆଜି ପଦ୍ମ ଧରିବେ ଅଭିନେତ୍ରୀ ମହାଶ୍ୱେତା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ମିଶିବେ ଅଭିନେତ୍ରୀ ମହାଶ୍ୱେତା ରାୟ। ଏନେଇ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହାଶ୍ୱେତା ଦଳରେ ଯୋଗ ଦେବେ। ଏଥିପାଇଁ ଦଳ ପକ୍ଷରୁ ଏକ ସମାବେଶର ଆୟୋଜନ କରାଯାଉଛି।</p> <p>ମହାଶ୍ୱେତାଙ୍କ ପୂର୍ବରୁ ମିହିର ଦାସ ଓ ଅନୁ ଚୌଧୁରୀ ମଧ୍ୟ ବିଜେପିରେ ମିଶିଥିଲେ।</p>

Ordigital Desk
  • Published: Monday, 12 February 2018
  • Updated: 12 February 2018, 07:55 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ମିଶିବେ ଅଭିନେତ୍ରୀ ମହାଶ୍ୱେତା ରାୟ। ଏନେଇ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହାଶ୍ୱେତା ଦଳରେ ଯୋଗ ଦେବେ। ଏଥିପାଇଁ ଦଳ ପକ୍ଷରୁ ଏକ ସମାବେଶର ଆୟୋଜନ କରାଯାଉଛି।</p><p>ମହାଶ୍ୱେତାଙ୍କ ପୂର୍ବରୁ ମିହିର ଦାସ ଓ ଅନୁ ଚୌଧୁରୀ ମଧ୍ୟ ବିଜେପିରେ ମିଶିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos