ପାଇକମାଳ ଲାଞ୍ଚ; ବିଧାନସଭାରେ ଭିଡ଼ିଓ ଦେଖିଲେ ମହେଶ୍ୱର

Ordigital Desk
  • Published: Monday, 16 April 2018
  • , Updated: 16 April 2018, 09:59 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉଠିଛି ପାଇକମାଳ ତହସିଲଦାର ଲାଞ୍ଚ ନେବା ଅଭିଯୋଗ ଘଟଣ॥&nbsp; ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ପ୍ରସଙ୍ଗ ଉଠାଇ ପ୍ରମାଣ ସ୍ୱରୂପ ଲାଞ୍ଚ ନେବାର ଭିଡିଓକୁ ବାଚସ୍ପତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ଦେଇଛନ୍ତି। ଏନେଇ ଗୃହ ବାହାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,&ldquo;ଭିଡିଓରୁ ପ୍ରମାଣ ମିଳିଛି, କାର୍ଯ୍ୟାନୁଷ୍ଠାନ ହେବ।&rdquo;</p> <p>ପାଇକମାଳ ତହସିଲଦାର ଜାନକୀନାଥ ମିଶ୍ରଙ୍କ ନାଁରେ ଉଠିଛି ଏଭଳି ଅଭିଯୋଗ। ଗୋଟିଏ ଭିଡିଓରେ ଜାନକୀନାଥ ଖାଲିଦେହରେ ଥିବା ବେଳେ ବାଲିମାଫିଆଙ୍କ ନିକଟରୁ ଲାଞ୍ଚ ନେଉଛନ୍ତି। ଆଉ ଏକ ଭିଡିଓରେ ଅଫିସ ଭିତରେ ଟଙ୍କା ନେଉଥିବା ଦୃଶ୍ୟ ରହିଛି।</p>

Related story