ଲୋକଙ୍କୁ ସଚେତନ କରିବା ପାଇଁ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ରାଉରକେଲା: ରାଉରକେଲା ଗୋଲଘର ଏବଂ କବି ସମ୍ରାଟ ପାଲି ଅଞ୍ଚଳରେ ମହିଳାମାନଙ୍କ ପକ୍ଷରୁ ଆଜି ମଦ ବିରୋଧୀ ଆନ୍ଦୋଳନ କରାଯାଇଛି। ମହିଳାମାନେ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରି  ଲୋକଙ୍କୁ ସଚେତନ କରିବା ଓ ବେଆଇନ ମଦ ବ୍ୟବସାୟ ବିରୋଧରେ  ସ୍ଲୋଗାନ ଦେଇଥିଲେ। ଏହି ଆନ୍ଦୋଳନରେ ସମାଜସେବୀ ଏବଂ ପୁରୁଷମାନେ ମଧ୍ୟ ସାମିଲ ହୋଇଥିଲେ।

rourkela

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 02:07 PM IST

Related story