ମହିଳା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରେ କାର୍ଯ୍ୟରତ କନଷ୍ଟେବଳ ଗୀତାଞ୍ଜଳି ନାୟକ ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପାରିବାରିକ କଳହ ଯୋଗୁଁ ଗୀତାଞ୍ଜଳିଙ୍କ ବିଷ ପିଇଥିବା ସହଯୋଗୀମାନେ ଅଭିଯୋଗ କରିଛନ୍ତି।

constable

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 09:49 PM IST

ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରେ କାର୍ଯ୍ୟରତ କନଷ୍ଟେବଳ ଗୀତାଞ୍ଜଳି ନାୟକ ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ପାରିବାରିକ କଳହ ଯୋଗୁଁ ଗୀତାଞ୍ଜଳିଙ୍କ ବିଷ ପିଇଥିବା ସହଯୋଗୀମାନେ ଅଭିଯୋଗ କରିଛନ୍ତି।

Related story