ମହିଳାଙ୍କ ଠାରୁ ସୁନା ହାର ଲୁଟ୍

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ହିଲପାଟଣା ସ୍ଥିତ ସ୍ପକଟ୍ରମ୍ ଏପାର୍ଟମେଣ୍ଟ ନିକଟରେ ଏନ୍. ସୂର୍ଯ୍ୟା କୁମାରୀ ନାମକ ଜଣେ ମହିଳାଙ୍କ ଠାରୁ ଦୁର୍ବୃତ୍ତ ମାନେ ସାଢେ ୩ଭରି ଓଜନର ସୁନା ହାର ଲୁଟି ନେଇଛନ୍ତି। ସକାଳ ୯ଟାରେ ସେ ରାସ୍ତାରେ ଯିବା ବେଳେ ଦୁଇଜଣ ଯୁବକ ମୋଟର ସାଇକେଲରେ ଆସି ତାଙ୍କ ବେକରୁ ହାର ଝାମ୍ପି ନେଇଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।

chinese_coal_miner

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 10:37 AM IST

Related story