ମହିମାଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ

ପାରାଦୀପ: ଶିଳ୍ପପତି ମହିମା ମିଶ୍ରଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ। ପାରାଦୀପ ସିୱେଜ୍ ସିପିଂ କର୍ପୋରେସନ୍‌ର ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ପାରାଦୀପ ପୋଲିସ୍ ତାଙ୍କୁ ରିମାଣ୍ଡରେ ନେଇଛି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ମହିମାଙ୍କୁ ପୋଲିସ୍ ପଚରାଉଚରା କରିବ। ମହିମାଙ୍କୁ ପାରାଦୀପ ପୋଲିସ୍ ଗତ ୨୯ ତାରିଖରୁ ରିମାଣ୍ଡରେ ନେବାର ଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ରିମାଣ୍ଡ ତାରିଖ ଘୁଞ୍ଚା ଯାଇଥିଲା।

mahima

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 08:22 AM IST

ପାରାଦୀପ: ଶିଳ୍ପପତି ମହିମା ମିଶ୍ରଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ। ପାରାଦୀପ ସିୱେଜ୍ ସିପିଂ କର୍ପୋରେସନ୍‌ର ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ପାରାଦୀପ ପୋଲିସ୍ ତାଙ୍କୁ ରିମାଣ୍ଡରେ ନେଇଛି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ମହିମାଙ୍କୁ ପୋଲିସ୍ ପଚରାଉଚରା କରିବ।

ମହିମାଙ୍କୁ ପାରାଦୀପ ପୋଲିସ୍ ଗତ ୨୯ ତାରିଖରୁ ରିମାଣ୍ଡରେ ନେବାର ଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ରିମାଣ୍ଡ ତାରିଖ ଘୁଞ୍ଚା ଯାଇଥିଲା।

Related story