କୁତ୍ତାଖାଇ ହତ୍ୟା ମାମଲା; ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

କଟକ (ଓଡ଼ିଶା ରିପୋର୍ଟର): କଟକ ଓଡ଼ିଆ ବଜାର କୁତ୍ତାଖାଇ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଲାଲବାଗ ଥାନା ପୁଲିସ୍‌। ସୋମବାର ହତ୍ୟାକାରୀ ଦୁଇ ଭାଇଙ୍କୁ ଗିରଫ କରିଥିବା ବେଳେ ଆଜି ସ୍ଥାନୀୟ ଅଞ୍ଚଳର ବି.ପ୍ରକାଶ ରାଓଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି ପୁଲିସ। ହତ୍ୟାକାଣ୍ଡ ଭିଆଇଥିବା ୨ ଭାଇଙ୍କ ବାବଦରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା କରିବା ପରେ ସନ୍ଦେହ ପରିସରକୁ ନ ଆସିବା ପାଇଁ ମୃତ ମହିଳା ବି.ଗୁଣାବତୀଙ୍କ […]

Knife-attack

Knife-attack

Niharika Rout
  • Published: Wednesday, 27 July 2022
  • Updated: 27 July 2022, 10:47 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଓଡ଼ିଆ ବଜାର କୁତ୍ତାଖାଇ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଲାଲବାଗ ଥାନା ପୁଲିସ୍‌। ସୋମବାର ହତ୍ୟାକାରୀ ଦୁଇ ଭାଇଙ୍କୁ ଗିରଫ କରିଥିବା ବେଳେ ଆଜି ସ୍ଥାନୀୟ ଅଞ୍ଚଳର ବି.ପ୍ରକାଶ ରାଓଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି ପୁଲିସ।

ହତ୍ୟାକାଣ୍ଡ ଭିଆଇଥିବା ୨ ଭାଇଙ୍କ ବାବଦରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା କରିବା ପରେ ସନ୍ଦେହ ପରିସରକୁ ନ ଆସିବା ପାଇଁ ମୃତ ମହିଳା ବି.ଗୁଣାବତୀଙ୍କ ପରିବାର ସହ ମିଶି ଶବ ବ୍ୟବଚ୍ଛେଦ କରିବାକୁ ଯାଇଥିଲେ ଦୁଇ ଭାଇ। ଘରକୁ ଆସି କୋକେଇ ବାନ୍ଧିବାରେ ସାହାଯ୍ୟ କରିବା ସହ ଶବ ସତ୍କାରରେ ବି ସାମିଲ ହୋଇଥିଲେ। ଏମିତିକି ହତ୍ୟାକାରୀଙ୍କୁ ଗିରଫ ଦାବିରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ କଟକ ଡିସିପି ଅଫିସ ଘେରାଉ କରାଯାଇଥିବା ବେଳେ ସେମାନେ ସାମିଲ ହୋଇଥିଲେ। ମୃତ ମହିଳାଙ୍କ ଘର ସହ ଦୁଇ ଭାଇ ଓ ତାଙ୍କ ପରିବାରର ଭଲ ସଂପର୍କ ଥିବାରୁ ପ୍ରଥମେ ସନ୍ଦେହ ଘେରକୁ ଆସିନଥିଲେ ଦୁଇ ଭାଇ।

ଅଭିଯୋଗରୁ ପ୍ରକାଶ, ବି.ଗୁଣାବତୀଙ୍କ ପୁଅଙ୍କ ଲପ୍‌ଟପ୍‌ରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ରାଓଙ୍କ ଝିଅଙ୍କ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ରହିଥିଲା। ତେଣୁ ସେହି ଲାପ୍‌ଟପ୍‌କୁ ହାତେଇବା ପାଇଁ ପ୍ରକାଶ ରାଓ ଚାହୁଁଥିଲେ। ମାତ୍ର ସମ୍ଭବ ହେଉନଥିଲା। ଯାହାକୁ ନେଇ ପ୍ରକାଶ ରାଓ ଚିନ୍ତାରେ ଥିଲେ।

ଅନ୍ୟପକ୍ଷରେ ପ୍ରକାଶ ରାଓଙ୍କଠାରୁ ୯୦ ହଜାର ଟଙ୍କା ଋଣ ନେଇଥିଲେ ଦୁଇ ଭାଇ ୱାଇ. ସୁଦୀପ ଓ ୱାଇ. ସୁନୀଲ। ଯାହାର ସୁଧ ମିଶି ୩ ଲକ୍ଷ ଟଙ୍କା ହୋଇଯାଇଥିଲା। ବି.ଗଣାବତୀଙ୍କ ଘରୁ ଲାପଟପ ଆଣିଲେ ଧାର ଟଙ୍କା ଛାଡ଼ କରିବା ପାଇଁ ଦୁଇ ଭାଇଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ। ଏଥିରେ ରାଜି ହୋଇଥିଲେ ଦୁଇ ଭାଇ।

ଗତ ୧୫ ତାରିଖରେ ଦୁଇ ଭାଇ ଲାପ୍‌ଟପ୍‌ ନେବା ପାଇଁ ବି.ଗଣାବତୀଙ୍କ ଘରକୁ ଯାଇଥିଲେ। ଲପ୍‌ଟପ୍‌ ଆଣିବା ବେଳେ ସେ ବିରୋଧ କରିଥିଲେ। ତେଣୁ ବି.ଗଣାବତୀଙ୍କୁ ଆକ୍ରମଣ କରିଥିଲେ ଦୁଇ ଭାଇ। ପରେ ପନିକିରେ ତାଙ୍କ ବେକ କାଟି ଦେଇଥିଲେ। ହତ୍ୟାକାଣ୍ଡ ପରେ ଲାପ୍‌ଟପ୍‌ ଓ ହତ୍ୟାରେ ବ୍ୟବହାର ହେଉଥିବା ପନିକିକୁ ଧରି ଚମ୍ପଟ ମାରିଥିଲେ। ପରେ ପନିକି ଓ ଲାପଟପକୁ ମହାନଦୀରେ ଫିଙ୍ଗି ଦେଇଥିଲେ। ଏବେ ମହାନଦୀରୁ ଲାପ୍‌ଟପ୍‌ ଓ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story