ଘରୋଇ ଡାକ୍ତରଖାନାରୁ ଧରାହେଲେ ପଶ୍ଚିମ ବଙ୍ଗଳାର ମାଓବାଦୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱରରେ ଅବାଧରେ ବୁଲୁଛନ୍ତି ମାଓବାଦୀ। ଦେହ-ପା ହେଲେ ରାଜଧାନୀର ବଡ଼ ବଡ଼ ଡାକ୍ତରଖାନାକୁ ଆସି ଚିକିତ୍ସିତ ବି ହେଉଛନ୍ତି। ଏମିତିକା ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଖାଲି ପଦାକୁ ଆସିନି, ୨ ମାଓବାଦୀ ଧରା ବି ପଡିଛନ୍ତି। ଗୁରୁବାର ପଶ୍ଚିମ ବଙ୍ଗଳାରେ ମୋଷ୍ଟ ୱାଣ୍ଟେଡ ଘୋଷିତ ହୋଇଥିବା ମାଓବାଦୀଙ୍କୁ ଧରିଛି ପୋଲିସ୍‌। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଧରାଯାଇଛି । ଓଡ଼ିଶା-ପଶ୍ଚିମବଙ୍ଗ ପୋଲିସର ମିଳିତ ଚଢ଼ାଉରେ ଦୁହେଁ ଧରା ପଡ଼ିଛନ୍ତି। […]

maiobadi copy

maiobadi copy

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 06:31 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱରରେ ଅବାଧରେ ବୁଲୁଛନ୍ତି ମାଓବାଦୀ। ଦେହ-ପା ହେଲେ ରାଜଧାନୀର ବଡ଼ ବଡ଼ ଡାକ୍ତରଖାନାକୁ ଆସି ଚିକିତ୍ସିତ ବି ହେଉଛନ୍ତି। ଏମିତିକା ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଖାଲି ପଦାକୁ ଆସିନି, ୨ ମାଓବାଦୀ ଧରା ବି ପଡିଛନ୍ତି। ଗୁରୁବାର ପଶ୍ଚିମ ବଙ୍ଗଳାରେ ମୋଷ୍ଟ ୱାଣ୍ଟେଡ ଘୋଷିତ ହୋଇଥିବା ମାଓବାଦୀଙ୍କୁ ଧରିଛି ପୋଲିସ୍‌। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଧରାଯାଇଛି । ଓଡ଼ିଶା-ପଶ୍ଚିମବଙ୍ଗ ପୋଲିସର ମିଳିତ ଚଢ଼ାଉରେ ଦୁହେଁ ଧରା ପଡ଼ିଛନ୍ତି। ପଶ୍ଚିମ ବଙ୍ଗଳାରୁ ଉଭୟରେ ଚିକିତ୍ସିତ ହେବାକୁ ଭୁବନେଶ୍ୱର ଆସିଥିଲେ।

ଚିକିତ୍ସିତ ହେଉଥିବା ମାଓବାଦୀର ଜଣକ ହେଉଛନ୍ତି ଅଲିକ ଚକ୍ରବର୍ତ୍ତୀ । ତାଙ୍କ ସହ ତାଙ୍କୁ ଏଠାକୁ ଆଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। ଅଲିକ ପଶ୍ଚିମବଙ୍ଗର ରେଡ ଷ୍ଟାର ଲିଡର ଥିଲେ। ତାଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି । ପାଖାପାଖି ୩ ରୁ ୪ଦିନ ଭୁବନେଶ୍ୱରରେ ପଇଁତରା ମାରିବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୋଲିସ ଖବର ପାଇ ସମ୍ପୃକ୍ତ ହସ୍ପିଟାଲକୁ ଯାଇ ଅଲିକଙ୍କୁ ଗିରଫ କରିଛି । ଏହି ଘଟଣା ପରେ ରେଡ ଷ୍ଟାରର ଓଡିଶା ଲିଙ୍କ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story