ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନୂଆ ପୁଲିସ୍ ଏସପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଡ଼ିଶା ପୁଲିସ ସେବାର ୬ଜଣ ବରିଷ୍ଠ ଅଫିସରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦେବା ସହ ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହାସହିତ ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଓ କମିଶନରେଟ ପୁଲିସର ଡିସିପି କ୍ରାଇମ ଏସପିଙ୍କୁ ମଧ୍ୟ ବଦଳି କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଆଇପିଏସ୍ ପ୍ରହଲ୍ଲାଦ ସହାୟ ମୀନାଙ୍କୁ […]

ips

ips

Ordigital Desk
  • Published: Tuesday, 02 August 2022
  • Updated: 02 August 2022, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଡ଼ିଶା ପୁଲିସ ସେବାର ୬ଜଣ ବରିଷ୍ଠ ଅଫିସରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦେବା ସହ ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହାସହିତ ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଓ କମିଶନରେଟ ପୁଲିସର ଡିସିପି କ୍ରାଇମ ଏସପିଙ୍କୁ ମଧ୍ୟ ବଦଳି କରିଛନ୍ତି ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଆଇପିଏସ୍ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ବୌଦ୍ଧ ଜିଲ୍ଲା ପୁଲିସ ଏସପି ଭାବେ ବଦଳି କରାଯାଇଛି । ସେହିପରି କମିଶନରେଟ ପୁଲିସର ଡିସିପି କ୍ରାଇମ ଓପିଏସ୍ ପ୍ରମୋଦ କୁମାର ରଥଙ୍କୁ ଦେବଗଡ଼ ଜିଲ୍ଲା ପୁଲିସ ଏସପି ଭାବେ ଅବସ୍ଥାପିତ କରାଯାଇଛି । ସ୍ପେଶାଲ ବ୍ରାଂଚ ଏସପି ଚିତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱରସ୍ଥିତ କମ୍ପ୍ୟୁଟର ଏସପି ଭାବେ ବଦଳି ହୋଇଛି । ସେହିପରି ଏସପି ପାହ୍ୟାକୁ ପଦୋନ୍ନତି ପରେ ଓପିଏସ୍ ସୁଦାମ ଚରଣ ସାହୁଙ୍କୁ ପୁଲିସ କମିଶନରେଟରେ ଡିସିପି କ୍ରାଇମ , ଓପିଏସ୍ ସୟେଦ ମୁଜିବର ରହମାନଙ୍କୁ କଟକସ୍ଥିତ ଏସପି ସିଗନାଲ, ଓପିଏସ୍ କିଶୋର କୁମାର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏସଟିଏଫ୍ ଏସପି ଓ ଓପିଏସ୍ ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଂଚ ଏସପି ଭାବେ ବଦଳି କରାଯାଇଛି ।

ସେହିପରି ମାଧୁରୀ ସାମଲ ଓ ସୁନୀଲ କୁମାର ଆଚାର୍ଯ୍ୟଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଥିଲେ ମଧ୍ୟ ସେମାନଙ୍କୁ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି । ଶ୍ରୀମତୀ ସାମଲ ଏବେ କଟକସ୍ଥିତ କ୍ରାଇମବ୍ରାଂଚରେ ଏସପି ଓ ଶ୍ରୀ ଆଚାର୍ଯ୍ୟ କଟକ ରେଳବାଇ ପୁଲିସ ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story