ଅର୍ଥନୀତିକୁ ସଜାଡ଼ିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରନ୍ତୁ ମୁଖ୍ୟମନ୍ତ୍ରୀ : ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଅର୍ଥନୀତିକ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ବ୍ଲୁ-୍ରପ୍ରିଣ୍ଟ ପ୍ରସ୍ତୁତ କରନ୍ତୁ। ଯଦି ଏଭଳି ନକରିବେ ଭବିଷ୍ୟତରେ ଏଥିପାଇଁ ରାଜ୍ୟବାସୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଜାରି ପ୍ରେସ୍ ବିବୃତ୍ତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ଅର୍ଥନୀତିକ ଅଭିବୃଦ୍ଧି ପାଇଁ ବା ପୂର୍ବ ଅବସ୍ଥା ଫେରି ଆସିବା ନିମନ୍ତେ ମୁଖ୍ୟମନ୍ତ୍ରୀ ତୁରନ୍ତ ଗୋଟିଏ ସ୍ୱତନ୍ତ୍ର ଖସଡ଼ା […]

niranjan-2-750x430

niranjan-2-750x430

Manoranjan Sial
  • Published: Tuesday, 12 May 2020
  • Updated: 12 May 2020, 07:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଅର୍ଥନୀତିକ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ବ୍ଲୁ-୍ରପ୍ରିଣ୍ଟ ପ୍ରସ୍ତୁତ କରନ୍ତୁ। ଯଦି ଏଭଳି ନକରିବେ ଭବିଷ୍ୟତରେ ଏଥିପାଇଁ ରାଜ୍ୟବାସୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ଜାରି ପ୍ରେସ୍ ବିବୃତ୍ତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ଅର୍ଥନୀତିକ ଅଭିବୃଦ୍ଧି ପାଇଁ ବା ପୂର୍ବ ଅବସ୍ଥା ଫେରି ଆସିବା ନିମନ୍ତେ ମୁଖ୍ୟମନ୍ତ୍ରୀ ତୁରନ୍ତ ଗୋଟିଏ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରନ୍ତୁ। ଯଦି ଏବେଠୁ ସେଭଳି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ନହେବ ତା’ହେଲେ ସେଥିପାଇଁ ରାଜ୍ୟବାସୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଓ ଅବସ୍ଥା ଅସମ୍ଭାଳ ହୋଇଯିବ। ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଅନେକ ଗୁଡିଏ ଉପାଦେୟ କଥା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଦୁଇଟି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସମଗ୍ର ଦେଶରେ ଗୋଟିଏ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ପୂର୍ବରୁ ଅନୁରୋଧ କରିଥିଲେ। ତା’ଛଡ଼ା ସଂକ୍ରମିତ ଅଂଚଳକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍‌ରେ ବିଭକ୍ତ କରି କାର୍ଯ୍ୟ କରାଯିବାର ନିହାତି ଆବଶ୍ୟକତା ରହିଛି। କିନ୍ତୁୁ ଏସଓପି କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଭିନ୍ନ, ତେଣୁ ମୁଖ୍ୟମନ୍ତ୍ରୀ ଗତକାଲି ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଧନ୍ୟବାଦ।

ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଆଜିଠାରୁ ଯେଉଁ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ସଂକ୍ରମିତ ହେଉଛନ୍ତି ବା ସଂକ୍ରମିତ ହେବାର ଆଶଙ୍କା ଅଛି ସେଠାରେ ଉଚିତ୍ ପଦକ୍ଷେପ ନନେଲେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ। କାରଣ ଗଞ୍ଜାମ ଜିଲ୍ଲାରେ ପରିସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଅନୁରୂପ ସ୍ଥିତି ବଲାଙ୍ଗିରରେ ଉପୁଜିବାର ଆଶଙ୍କା ରହିଛି। ବଲାଙ୍ଗିର ଜିଲ୍ଲାକୁ ଫେରିବା ପାଇଁ ୧ ଲକ୍ଷ ଲୋକ ପଞ୍ଜିକୃତ କରିଛନ୍ତି। ଏବେ ଯାହା ଗଞ୍ଜାମର ପରିସ୍ଥିତି ଅଛି ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଯଦି ତୁରନ୍ତ ପଦକ୍ଷେପ ନିଆନଯିବ ତେବେ ପରିସ୍ଥିତି ଭୟାବହ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story