ଆଜିଠୁ ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ

ଭୁବନେଶ୍ୱର/ପଦ୍ମପୁର (ଓଡ଼ିଶା ରିପୋର୍ଟର): ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣ ଆଜିଠୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଦିନିଆ କନକ୍ଲେଭକୁ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଏହି କନକ୍ଲେଭ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଏହି କନକ୍ଲେଭକୁ ଉଦଘାଟନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳ୍ପ ମହାସଂଘ ଇଣ୍ଡିଆନ ଚାମ୍ବର୍ସ ଅଫ […]

Make-In-Odisha

Make-In-Odisha

Ordigital Desk
  • Published: Wednesday, 30 November 2022
  • Updated: 30 November 2022, 10:55 PM IST

Sports

Latest News

ଭୁବନେଶ୍ୱର/ପଦ୍ମପୁର (ଓଡ଼ିଶା ରିପୋର୍ଟର): ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣ ଆଜିଠୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଦିନିଆ କନକ୍ଲେଭକୁ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଏହି କନକ୍ଲେଭ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଜି ଏହି କନକ୍ଲେଭକୁ ଉଦଘାଟନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳ୍ପ ମହାସଂଘ ଇଣ୍ଡିଆନ ଚାମ୍ବର୍ସ ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକ୍କି)ର ଜାତୀୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ ରାଜ୍ୟର ମିଶନ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ପୂର୍ବ ଭାରତ ଓ ବଙ୍ଗୋପସାଗର ଅଂଚଳରେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପାୟନରେ ଦ୍ରୁତ ଗତିରେ ବିକାଶ କରୁଛି । ନିବେଶକଙ୍କ ପ୍ରଥମ ପସନ୍ଦର ସ୍ଥାନ ଓଡ଼ିଶା ହେଉ ଓ ଏହାକୁ ପ୍ରୋତ୍ସାହନ ଦେବାରେ ଫିକ୍କି ନିଜର ସବୁ ମାଧ୍ୟମରେ କାର୍ଯ୍ୟ କରୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ ନିବେଶ ଆଣି ସମୃଦ୍ଧ କରିବା ଦିଗରେ ନିକଟ ଭବିଷ୍ୟତରେ ରାଜ୍ୟ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ମିଶି ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ମିଶନ ଶକ୍ତି ମାଧ୍ୟମରେ ଆମେ ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିବାକୁ ଚାହୁଁଛୁ । ଫିକ୍କିର ମହିଳା ୱିଙ୍ଗ ଏ ଦିଗରେ ମିଶନ ଶକ୍ତି ବିଭାଗ ସହ ମିଶି ରଣନୀତି ବିକଶିତ କରୁ ଯାହାଫଳରେ ସ୍ଥାନୀୟ ମହିଳା ଉଦ୍ୟୋଗୀଙ୍କୁ ଆନ୍ତର୍ଜାତିକ ବଜାର ଉପଲବ୍ଧ ହୋଇଯିବ । ଆଉ ଉଦ୍ୟୋଗୀ ହେବା ନିମନ୍ତେ ଇକୋ ସିଷ୍ଟମ ମଧ୍ୟ ବିକଶିତ ଓ ସୁଦୃଢ଼ ହୋଇପାରିବ ।

https://twitter.com/Naveen_Odisha/status/1597986534141333504?s=20&t=vhHpITlJHJIZU8hjaVbP7A

ଆଜିର ଏହି ଉଦଘାଟନୀ ସମାରୋହରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ,ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂ, ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୧୧୬୦୦ ପ୍ରତନିଧି ଏହି କନକ୍ଲେଭରେ ସାମିଲ ହେବେ । ଏହି କନକ୍ଲେଭରେ ୩୮ଟି ଇଭେଂଟ ଓ ୧୨୪ଜଣ ବକ୍ତା ନିଜର ଅଭିଭାଷଣ ରଖିବେ । ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କନକ୍ଲେଭରେ ଶିଳ୍ପପତି ଏଲ ଏନ୍ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଟି ଭି ନରେନ୍ଦ୍ରନ ପ୍ରମୁଖ ସାମିଲ ହେବାର ସମ୍ଭାବନା ରହିଛି । ଏମାନଙ୍କ ବ୍ୟତୀତ ଜାପାନ, ନରୱେ ଓ ଜର୍ମାନୀର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story