ମାଲାକାନଗିରି:  ସ୍ୱାଧୀନତା ଦିବସରେ କଳା ପତାକା ଉଡ଼ାଇଲେ ମାଓବାଦୀ

ମାଲାକାନଗିରି:  ମାଲକାନଗିରି ଜିଲ୍ଲାରେ ସ୍ୱାଧୀନତା ଦିବସକୁ ବିରୋଧ କରି ବଡିଗାଟା  ଅଞ୍ଚଳରେ ମାଓବାଦୀ କଳା ପତକା ଉଡ଼ାଇଥିବା ଦେଖିବାକୁ ମିଳିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ମାଓ ପ୍ରବଣ ଅଞ୍ଚଳରେ ବି.ଏସ.ଏଫ,  ଏସ.ଓ.ଜି  ଓ ଡ଼ି.ଭି.ଏଫ ପକ୍ଷରୁ  ଅପରେସନକୁ ଜୋର ସୋର କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଡୁମୁରୁପଲୀ ପଞ୍ଚାୟତ କର୍ଯ୍ୟାଳୟରେ ମଧ୍ୟ ମାଓବାଦୀ ମାନେ କଳା ପତାକା ଲଗାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ କଳା ପତାକା ଜବତ କରିଥିଲା।

malakanagiri

malakanagiri

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 08:18 AM IST

Sports

Latest News

ମାଲାକାନଗିରି:  ମାଲକାନଗିରି ଜିଲ୍ଲାରେ ସ୍ୱାଧୀନତା ଦିବସକୁ ବିରୋଧ କରି ବଡିଗାଟା  ଅଞ୍ଚଳରେ ମାଓବାଦୀ କଳା ପତକା ଉଡ଼ାଇଥିବା ଦେଖିବାକୁ ମିଳିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ମାଓ ପ୍ରବଣ ଅଞ୍ଚଳରେ ବି.ଏସ.ଏଫ,  ଏସ.ଓ.ଜି  ଓ ଡ଼ି.ଭି.ଏଫ ପକ୍ଷରୁ  ଅପରେସନକୁ ଜୋର ସୋର କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଡୁମୁରୁପଲୀ ପଞ୍ଚାୟତ କର୍ଯ୍ୟାଳୟରେ ମଧ୍ୟ ମାଓବାଦୀ ମାନେ କଳା ପତାକା ଲଗାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ କଳା ପତାକା ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos