ମାଲ଼କାନଗିରି: ବର୍ଷକର ଶିଶୁ କନ୍ୟାକୁ ଚେଙ୍କ ଅଭିଯୋଗ

ମାଲ଼କାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍‌ ମାରଙ୍ଗପାଲି ଗାଁରେ ଜଣେ ବର୍ଷକର ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଛି। ଗୁରୁତର ଅବସ୍ଥାରେ  ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

malkangiri

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 12:26 PM IST

Related story