ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ଯବାନ ଗୁରୁତର

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ସୀମାରେ ପୁଣି ମାଓବାଦୀ ରଚିଛନ୍ତି ବର୍ବରକାଣ୍ଡ। ଛତିଶଗଡ଼ ବିଜାପୁର ଭୁପାଲପାଟନମରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରାଯାଇଛନ୍ତି। ଏଥିରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି। କିଛିଦିନ ପୂର୍ବରୁ  ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ମାଓବାଦୀ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏଥିରେ ୯ ଜଣ ଯବାନ ସହିଦ ହୋଇଥିଲେ। ଲାଲବାହିନୀର ଭୟଙ୍କର ଆଇଇଡି ବିସ୍ଫୋରଣରେ ସିଆରପିଏଫର ଏକ MINE PROTECTED VEHICHLE  ଧ୍ୱଂସ ହୋଇଯାଇଥିଲା।

mao 12

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 01:19 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ସୀମାରେ ପୁଣି ମାଓବାଦୀ ରଚିଛନ୍ତି ବର୍ବରକାଣ୍ଡ। ଛତିଶଗଡ଼ ବିଜାପୁର ଭୁପାଲପାଟନମରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରାଯାଇଛନ୍ତି। ଏଥିରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

କିଛିଦିନ ପୂର୍ବରୁ  ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ମାଓବାଦୀ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏଥିରେ ୯ ଜଣ ଯବାନ ସହିଦ ହୋଇଥିଲେ। ଲାଲବାହିନୀର ଭୟଙ୍କର ଆଇଇଡି ବିସ୍ଫୋରଣରେ ସିଆରପିଏଫର ଏକ MINE PROTECTED VEHICHLE  ଧ୍ୱଂସ ହୋଇଯାଇଥିଲା।

Related story