ମାଲକାନଗିରି ସୀମାରେ ପୋଲିସ୍ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାରେ ପୋଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ସେମାନଙ୍କଠାରୁ ୩ଟି ବନ୍ଧୁକ ଜବତ ହୋଇଛି।  ଏହି ଘଟଣା ପରେ ଛତିଶଗଡ଼ ରାଜନନ୍ଦଗା ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

maoist

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 08:41 AM IST

Related story