ହତ୍ୟା ମାମଲା ରୁଜୁର ଦିନକ ପରେ ପୁରସ୍କାର !

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ନାମରେ ଆସିଲା ହତ୍ୟା ଅଭିଯୋଗ। ଥାନା, କୋର୍ଟ କଚେରୀ ଧାଇଁ ଧାଇଁ ଶେଷରେ ଥାନାରେ ମାମଲା ରୁଜୁ ହୋଇଛି। ହେଲେ ମାମଲା ରୁଜୁ ହେବାର ଦିନକ ମାଲକାନଗିରିରରୁ ସିଧା ଭୁବନେଶ୍ୱରକୁ ଟ୍ରାନ୍ସଫର କରାଯାଇଛି। ତେବେ ଜଣେ ଜିଲ୍ଲାପାଳଙ୍କ ନାମରେ ହତ୍ୟା ଅଭିଯୋଗ ଆସିବା ପରେ ଏହି ଟ୍ରାନ୍ସଫର କାର୍ଯ୍ୟାନୁଷ୍ଠାନ ନା ପୁରସ୍କାର ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂର୍ବତନ ପିଏ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ଅଭିଯୋଗରେ ଫସିଥିବା ମାଲକାନରି ଜିଲ୍ଲାପାଳ ମନୀଷ […]

manish-1

manish-1

Tapas Behera
  • Published: Monday, 16 November 2020
  • Updated: 16 November 2020, 08:22 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ନାମରେ ଆସିଲା ହତ୍ୟା ଅଭିଯୋଗ। ଥାନା, କୋର୍ଟ କଚେରୀ ଧାଇଁ ଧାଇଁ ଶେଷରେ ଥାନାରେ ମାମଲା ରୁଜୁ ହୋଇଛି। ହେଲେ ମାମଲା ରୁଜୁ ହେବାର ଦିନକ ମାଲକାନଗିରିରରୁ ସିଧା ଭୁବନେଶ୍ୱରକୁ ଟ୍ରାନ୍ସଫର କରାଯାଇଛି। ତେବେ ଜଣେ ଜିଲ୍ଲାପାଳଙ୍କ ନାମରେ ହତ୍ୟା ଅଭିଯୋଗ ଆସିବା ପରେ ଏହି ଟ୍ରାନ୍ସଫର କାର୍ଯ୍ୟାନୁଷ୍ଠାନ ନା ପୁରସ୍କାର ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂର୍ବତନ ପିଏ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ଅଭିଯୋଗରେ ଫସିଥିବା ମାଲକାନରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲାଙ୍କୁ ଆଜି ଯୋଜନା ଓ ସଂଯୋଜନା ବିଭାଗକୁ ବଦଳି କରାଯାଇଛି। ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ।

ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୭ରେ ଅଫିସ୍ ଯାଇ ଆଉ ଫେରି ନଥିଲେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ। ପରଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ମୃତଦେହ । ଏହି ଘଟଣାରେ  ଅଫିସରେ ଚାପର ଅଭିଯୋଗ ଆଣିଥିଲେ ପତ୍ନୀ ବନଜା। ସ୍ୱାମୀଙ୍କ ମୃତ୍ୟୁୟପାଇଁ ଜିଲ୍ଲାପାଳ ଓ ତାଙ୍କ ଦପ୍ତର ଆଡ଼କୁ ସିଧା ଇଙ୍ଗିତ ଥିଲା। ହେଲେ ପୁଲିସ ଶୁଣି ନଥିଲା । କେବଳ ଆତ୍ମହତ୍ୟା ମାମଲା ରୁଜୁ କରି ଚୁପ୍‌ବସିଯାଇଥିଳା । ପୁଣି ୮ ମାସ ପରେ ପ୍ରେସମିଟ୍ କରି ସ୍ୱାମୀ ମୃତ୍ୟୁ ମାମଲାରେ ସିଧାସଳଖ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କୁ ଦାୟୀ କରିବା ସହ ଅଫିସରେ କମିଶନି କାରବାରର ସଂଗୀନ ଅଭିଯୋଗ ବି ଆଣିଥିଲେ । ତଥାପି କିଛି ହେଲାନି। ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ପାଖକୁ ଗଲେ ବନଜା ।

ଜାତୀୟ ମାନବାଧିକାର କମିଶନ୍ ପୁଲିସ ଡିଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଯାଇ ଏଦିଗରେ ତଦନ୍ତ ଆରମ୍ଭ ହେଲା । ଆଉ ଶେଷରେ ଗତ ୨ ତାରିଖରେ ବନଜା ଏସ୍‌ଡିଜେମଙ୍କ କୋର୍ଟକୁ ଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆତ୍ମହତ୍ୟା ହତ୍ୟା ମାମଲାକୁ ବଦଳିଲା । ଯେଉଁଥିରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ସହ ଅଫିସର ଅନ୍ୟ ତିନିଜଣଙ୍କ ବିରୋଧରେ ଯାଇ ମାମଲା ରୁଜୁ କରିବାକୁ ସାହସ କୁଳାଇ ପାରିଲା ପୁଲିସ।

ଆଉ ହତ୍ୟା ଅଭିଯୋଗରେ ଖୋଦ୍ ଜିଲ୍ଲାପାଳ ଛନ୍ଦି ହେବା ପରେ ଆଜି ତାଙ୍କୁ ମାଲକାନଗିରି ଜିଲ୍ଲାପାଳ ପଦରୁ ହଟାଇ ଯୋଜନା ଓ ସଂଯୋଜନା ବିଭାଗ ଉପସଚିବ ଭାବେ ବଦଳି କରିଛନ୍ତି ସରକାର । ଯାହାକୁ ନେଇ ତେଜିଛି ରାଜନୀତି। ଏହି ଘଟଣାରେ ବିଜେପି ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଦଫା ୩୦୨ ଲାଗିଥିବା ଜଣେ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ବଦଳରେ ତାଙ୍କୁ ମାଲକାନଗିରିରୁ ଭୁବନେଶ୍ୱର ବଦଳି କରି ପୁରସ୍କୃତ କରିଛନ୍ତି ବୋଲି ଅଭିଯୋଗ କରିଛି । ସେହିପରି କଂଗ୍ରେସ ମଧ୍ୟ ହତ୍ୟା ସହ ଦୁର୍ନୀତି ଅଭିଯୋଗ ଜଡ଼ିତ ଥିବା ମାମଲାରେ ଜିଲ୍ଲାପାଳଙ୍କୁ ବଦଳି ନୁହେଁ ନିଲମ୍ବନ କରିବାକୁ ଦାବି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story