ବନ୍ୟା ବିଭୀଷିକା: ରାସ୍ତା ଓ ପୋଲ ଉପରେ ପାଣି, ୨ ଦିନ ପାଇଁ ସ୍କୁଲ କଲେଜ ଛୁଟି

ମାଲକାନଗିରି(ଓଡ଼ିଶା ରିପୋର୍ଟର):ମାଲକାନଗିରି ଜିଲ୍ଲାରେ ଉପୁଜିଛି ବନ୍ୟା ବିଭୀଷିକା। ଗତକାଲି ଠାରୁ ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାର ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ସ୍ଥିତି ବିଗିଡ଼ିବାରେ ଲାଗିଛି। ବହୁ ରାସ୍ତା ଓ ପୋଲ ଉପରେ ପାଣି ସୁଅ ଚାଲିଥିବାରୁ ଗମନାଗମନରେ ସମସ୍ୟା ଉପୁଜିଛି। ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ସ୍କୁଲ ଓ କଲେଜକୁ ଦୁଇ ଦିନ ଲାଗି ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ଜୀବନଯାତ୍ରା ଠପ୍ କରିଦେଇଛି […]

b-90

b-90

Tapas Behera
  • Published: Friday, 02 August 2019
  • Updated: 02 August 2019, 09:03 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର):ମାଲକାନଗିରି ଜିଲ୍ଲାରେ ଉପୁଜିଛି ବନ୍ୟା ବିଭୀଷିକା। ଗତକାଲି ଠାରୁ ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାର ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ସ୍ଥିତି ବିଗିଡ଼ିବାରେ ଲାଗିଛି। ବହୁ ରାସ୍ତା ଓ ପୋଲ ଉପରେ ପାଣି ସୁଅ ଚାଲିଥିବାରୁ ଗମନାଗମନରେ ସମସ୍ୟା ଉପୁଜିଛି। ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ସ୍କୁଲ ଓ କଲେଜକୁ ଦୁଇ ଦିନ ଲାଗି ଛୁଟି ଘୋଷଣା କରିଛନ୍ତି।

ଜିଲ୍ଲାର ଜୀବନଯାତ୍ରା ଠପ୍ କରିଦେଇଛି ଉଛୁଳା ନଈର ସୁଅ। ୨ ଦିନର ଲଗାଣ ବର୍ଷା ପରେ କେଉଁଠି ପୋଲ ବୁଡ଼ିଛି ତ’ କେଉଁଠି ରାସ୍ତା ଧୋଇଯାଇଛି। ରାଞ୍ଚି-ବିଜୟଓ୍ୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପୋଲ ଉପରେ ପ୍ରଖର ସୁଅ ଚାଲୁଥିବାରୁ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

କେବଳ ଏମ୍‌ଭି-୩୭ ନୁହେଁ, ପାଙ୍ଗାମ, ପୋଟେରୁ, କାଙ୍ଗରୁକୋଣ୍ଡା, ଏମ୍‌ଭି ୯୦, କୋରକୋଣ୍ଡା ଓ କନ୍ୟାଶ୍ରମ ଆଦି ପୋଲ ଉପରେ ବି ୫ରୁ ୮ ଫୁଟ୍ ଉଚ୍ଚ ବନ୍ୟାଜଳ ବହିବା ଫଳରେ ଗାଁ ରୁ ଗାଁ, ସହରରୁ ସହର ଭିତରେ ବି ଯୋଗଯୋଗ ହୋଇପାରୁ ନାହିଁ। ମୁଖ୍ୟତଃ ମାଲକାନଗିରିରୁ ଜୟପୁର, କାଲିମେଳା, ବାଲିମେଳା ଏବଂ କାଲିମେଳାରୁ ମୋଟୁ ଓ ପଡ଼ିଆ ମଧ୍ୟରେ ଗମନାଗମନ ହୋଇପାରୁନଥିବାରୁ ବହୁ ସଂଖ୍ୟାରେ ଯାତ୍ରୀ ଓ ଯାନବାହନ ରାସ୍ତାରେ ଅଟକି ରହିଛି। ବହୁ ସ୍ଥାନରେ ଆମ୍ବୁଲାନ୍ସରେ ରୋଗୀ ମଧ୍ୟ ଛଟପଟ ହେଉଥିବା ଦେଖିବାକୁ ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story