ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ୍‌ ଜିଲ୍ଲା ଜୟପୁର-ମାଲକାନଗିରି ନୂଆ ରେଳ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସଂପର୍କିତ କେନ୍ଦ୍ର କ୍ୟାବିନେଟ କମିଟିର ମଞ୍ଜୁରୀ ମିଳିଛି। ୧୩୦ କିଲୋମିଟର ଦୀର୍ଘ ଏହି ରେଳ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ହେବ ୨ ହଜାର ୬ଶହ ୭୬ କୋଟି ୧୧ ଲକ୍ଷ ଟଙ୍କା। ୨୦୨୧-୨୨ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୮-୧୯ ମସିହାରେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ୯୫ କୋଟି ବ୍ୟୟବରାଦ କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ […]

Khurda-Balangir-rail-route

Khurda-Balangir-rail-route

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 07:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ୍‌ ଜିଲ୍ଲା ଜୟପୁର-ମାଲକାନଗିରି ନୂଆ ରେଳ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସଂପର୍କିତ କେନ୍ଦ୍ର କ୍ୟାବିନେଟ କମିଟିର ମଞ୍ଜୁରୀ ମିଳିଛି। ୧୩୦ କିଲୋମିଟର ଦୀର୍ଘ ଏହି ରେଳ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ହେବ ୨ ହଜାର ୬ଶହ ୭୬ କୋଟି ୧୧ ଲକ୍ଷ ଟଙ୍କା। ୨୦୨୧-୨୨ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

୨୦୧୮-୧୯ ମସିହାରେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ୯୫ କୋଟି ବ୍ୟୟବରାଦ କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ ହେବ। ପ୍ରସ୍ତାବିତ ନୂଆ ରେଳ ଲାଇନ୍ ମାଲକାନଗିରି, ବୈପାରୀଗୁଡ଼ା, ଟାଙ୍ଗିଣିଗୁଡ଼ା, ନୂଆଖରି, ସିନ୍ଧିଗୁଡ଼ା, ଗୋବିନ୍ଦପାଲି, ମାଥିଲି, ପଞ୍ଚବଟି ଆଦି ସ୍ଥାନ ଦେଇ ଜୟପୁର ଷ୍ଟେସନ ସହ ଯୋଡ଼ିବ। ବିକାଶ ମାଧ୍ୟମରେ ମାଓ ସମସ୍ୟାକୁ ମୁକାବିଲା କରିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ତା’ସହ ପ୍ରକଳ୍ପ ନିର୍ମାଣ ସମୟରେ ୩୧ ଲକ୍ଷ ୨୦ ହଜାର କାର୍ଯ୍ୟ ଦିବସ ସୃଷ୍ଟି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story