ମାଲକାନଗିରି: ଜଣେ ମାଓବାଦୀ ସହ ଶତାଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି:  ସିଲାକୋଟା ଗ୍ରାମର ଶତାଧିକ ମାଓ ସମର୍ଥକଙ୍କ ସହ ଆଜି ଜଣେ ମାଓବାଦୀ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣଙ୍କ ହେଲେ ମେସା ମାସାକି । ମେସାଙ୍କ ନାମରେ ବହୁ ମାମଲା ରହିଥିବା ବେଳେ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓ ସମର୍ଥକମାନେ ମୁଖ୍ୟସ୍ରୋତରେ ସାମଲ ହୋଇଥିବାରୁ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରେଡୀ, ଏସପି ମହାପାତ୍ର ଏବଂ ଏସଡିପିଓ […]

mao

mao

Rakesh Mallick
  • Published: Monday, 31 August 2015
  • Updated: 31 August 2015, 12:44 PM IST

Sports

Latest News

ମାଲକାନଗିରି:  ସିଲାକୋଟା ଗ୍ରାମର ଶତାଧିକ ମାଓ ସମର୍ଥକଙ୍କ ସହ ଆଜି ଜଣେ ମାଓବାଦୀ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣଙ୍କ ହେଲେ ମେସା ମାସାକି । ମେସାଙ୍କ ନାମରେ ବହୁ ମାମଲା ରହିଥିବା ବେଳେ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓ ସମର୍ଥକମାନେ ମୁଖ୍ୟସ୍ରୋତରେ ସାମଲ ହୋଇଥିବାରୁ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରେଡୀ, ଏସପି ମହାପାତ୍ର ଏବଂ ଏସଡିପିଓ ସେମାନଙ୍କୁ ସ୍ୱାଗତ ଜଣାଇଛନ୍ତି। ସିଲାକୋଟା ଗ୍ରାମକୁ ମୋଡେଲ ଗ୍ରାମ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।  ମାଲକାଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବାରୁ ଏହାକୁ ସାଧାରଣରେ ସ୍ୱାଗତ କରାଯାଇଛି। ଆତ୍ମସମର୍ପଣ କରିଥିବା ସମସ୍ତ ଗ୍ରାମବାସୀଙ୍କୁ ପୋଲିସ ବିଭାଗ ତରଫରୁ କମ୍ୱଳ ଓ ଟି -ସାର୍ଟ ପ୍ରଦାନ କରାଯାଇଥିଲା। ପୋଲିସ ତରଫରୁ ମାଓ ସଂଗଠନରେ ରହିଥିବା ସମସ୍ତ ମାଓବାଦୀ ଭାଇଭାଉଣୀମାନଙ୍କୁ ମୁଖ୍ୟ ସ୍ରୋତରେ ସମିଲ ହୋଇ ସରକାରଙ୍କ ସମସ୍ତ ଯୋଜନାକୁ ଉପଭୋଗ କରିବାକୁ ଅନୁରୋଧ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story