ଏସଆର କମ୍ପାନୀର ପାଇପ ଲାଇନ କାଟିଦେଲେ ମାଓବାଦୀ

ମାଲକାନଗିରି: ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ।  ବିଚ୍ଛିନ୍ନାଞ୍ଚଳର ତାପମାନଗୁଡ଼ାରେ ମାଓବାଦୀମାନେ କିରଣ୍ଡୁଲ୍-ବିଶାଖାପାଟଣା ସଂଯୋଗ କରୁଥିବା ପାଇପ୍ ଲାଇନ୍ କାଟି ଦେଇଛନ୍ତି। ଏସଆର  କମ୍ପାନୀ ପକ୍ଷରୁ ଏହି ପାଇପ୍ ଲାଇନ ବିଛାଯାଇଥିଲା।  ପାଇପ ଲାଇନ କାଟିବା ଘଟଣାକୁ ଏସ୍‌ପି ସ୍ୱୀକାର କରିଛନ୍ତି।

maoist-2-768x576

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 02:08 PM IST

Related story