ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୪୦ ମାଓ ସମର୍ଥକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କିରିମିଟି ଗାଁର ୪୦ ଜଣ ମାଓ ସମର୍ଥକ ସୋମବାର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗତ କିଛି ଦିନ ଧରି ମାଲକାନଗିରି ଜିଲ୍ଲାରେ ମାଓ ମିଲିସିଆ ଓ ସମର୍ଥକଙ୍କ ଆତ୍ମସମର୍ପଣ ଜାରି ରହିଛି। ଯାହା ଲାଲ୍‌ବାହିନୀଙ୍କ ସଂଗଠନକୁ ଦୁର୍ବଳ କରୁଥିବା ପୋଲିସ୍ କହିଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ପୂଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ୧୪୦ରୁ ଅଧିକ ମାଓ […]

malkangiri

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 09:39 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କିରିମିଟି ଗାଁର ୪୦ ଜଣ ମାଓ ସମର୍ଥକ ସୋମବାର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗତ କିଛି ଦିନ ଧରି ମାଲକାନଗିରି ଜିଲ୍ଲାରେ ମାଓ ମିଲିସିଆ ଓ ସମର୍ଥକଙ୍କ ଆତ୍ମସମର୍ପଣ ଜାରି ରହିଛି। ଯାହା ଲାଲ୍‌ବାହିନୀଙ୍କ ସଂଗଠନକୁ ଦୁର୍ବଳ କରୁଥିବା ପୋଲିସ୍ କହିଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ପୂଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ୧୪୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ।

Related story