ଆସନ୍ତାକାଲି ଓଡ଼ିଶା ଆସିବେ ମମତା

ଭୁବନେଶ୍ୱର: ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ମମତା ବାନାର୍ଜୀ। ସେ ତିନି ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ସେ ଏଠାରେ ରାଜ୍ୟର ଅତିଥି ହୋଇ ରହିବେ। ଏହି ଗସ୍ତ ସମୟରେ ସେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ।  

mamata

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 01:41 PM IST

Related story