୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିବା ଜଳଖିଆ ଦୋକାନୀ ଗିରଫ

ଚୌଦ୍ଵାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ୨୦ରୁ ଅଧିକ କୁକୁରଙ୍କୁ ଗୁଲୁଗୁଲାରେ ବିଷଦେଇ ମାରିଥିବା ଜଲଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଶଙ୍କରପୁର ଗାଁରେ ୩ ଦିନ ଭିତରେ ୨୦ରୁ ଅଧିକ କୁକୁର ମରିବା ଘଟଣାକୁ ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ତିନି ଧରି ଏହି ଅଞ୍ଚଳରେ ୩ରୁ ୪ କୁକୁର ମରୁଥିବା ବେଳେ କେବଳ ଗତକାଲି […]

Accused

Accused

Jitendra Garnayak
  • Published: Thursday, 23 September 2021
  • Updated: 23 September 2021, 03:00 PM IST

Sports

Latest News

ଚୌଦ୍ଵାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ୨୦ରୁ ଅଧିକ କୁକୁରଙ୍କୁ ଗୁଲୁଗୁଲାରେ ବିଷଦେଇ ମାରିଥିବା ଜଲଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ଶଙ୍କରପୁର ଗାଁରେ ୩ ଦିନ ଭିତରେ ୨୦ରୁ ଅଧିକ କୁକୁର ମରିବା ଘଟଣାକୁ ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ତିନି ଧରି ଏହି ଅଞ୍ଚଳରେ ୩ରୁ ୪ କୁକୁର ମରୁଥିବା ବେଳେ କେବଳ ଗତକାଲି ୧୦ଟି କୁକୁର ମରି ପଡ଼ିଥିଲେ। ଏହା ଦେଖିବା ପରେ ଗ୍ରାମବାସୀ ଏହାର କାରଣ ଖୋଜିବା ପାଇଁ ଖୋଳତାଡ଼ କରିଥିଲେ।

ଜଳିଖିଆ ଦୋକାନ ସାମ୍ନାରେ କୁକୁର ମାନେ ଏକତ୍ରିତ ହେଉଥିବା ଓ ମଳତ୍ୟାଗ କରୁଥିବା ଯୋଗୁ ଅଜୟ କୁମାର ସାହୁ ସେମାନଙ୍କୁ ବିଷ ଦେଇ ମାରୁଥିବା ଜଣାପଡ଼ିଥିଲା। ଏହା ପରେ ଗ୍ରାମବାସୀ ଚୌଦ୍ଵାର ଥାନାକୁ ଯାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ଚୌଦ୍ଵାର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୨୯୪/୩୫୩/୪୨୯/୩୩୨ ଋ ୫୦୬ ରୁଜୁ କରି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story