କାଉନ୍‌ସେଲିଂ ପାଇଁ ଥାନାକୁ ଆସିଥିବା ଯୁବକଙ୍କ ମୃତ୍ୟୁ, ପୁଲିସ୍‌ ଉପରେ ଦୋଷ ଲଦିଲେ ପରିବାର ଲୋକେ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ବଡ଼ଗୁଣ୍ଡୁରୀ ଗାଁର ଜଣେ ଯୁବକଙ୍କର ପୁଲିସ୍ ମାଡ଼ରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଦୀପକ ବାରିକ(୨୫)। ଦୀପକ ଅନେକ ସମୟରେ ନିଶାଗ୍ରସ୍ତ ହୋଇ ତାଙ୍କ ପତ୍ନୀ ଡଲିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି କଣିହାଁ ଥାନାରେ ଅଭିଯୋଗ ହୋଇଥିଲା।  ଗତ ୬ ତାରିଖରେ ତାଙ୍କ ପତ୍ନୀ ନିଜେ ଏହି ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍ ଗତକାଲି […]

policestation

policestation

Jitendra Garnayak
  • Published: Saturday, 08 June 2019
  • Updated: 08 June 2019, 01:44 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ବଡ଼ଗୁଣ୍ଡୁରୀ ଗାଁର ଜଣେ ଯୁବକଙ୍କର ପୁଲିସ୍ ମାଡ଼ରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଦୀପକ ବାରିକ(୨୫)।

ଦୀପକ ଅନେକ ସମୟରେ ନିଶାଗ୍ରସ୍ତ ହୋଇ ତାଙ୍କ ପତ୍ନୀ ଡଲିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି କଣିହାଁ ଥାନାରେ ଅଭିଯୋଗ ହୋଇଥିଲା।  ଗତ ୬ ତାରିଖରେ ତାଙ୍କ ପତ୍ନୀ ନିଜେ ଏହି ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ୍ ଗତକାଲି ଦୀପକ, ତାଙ୍କ ପତ୍ନୀ ଓ ମାଆଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ। ଏହି ସମୟରେ ଥାନା ଭିତରେ ଦୀପକ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ୍ ବାରଣ କରିଥିଲା। ଏହାପରେ ସେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲା। ପୁଲିସ୍ ତୁରନ୍ତ ତାଙ୍କୁ କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତି ପ୍ରାୟ ୧୧ଟା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ପୁଲିସ୍ ମାଡ଼ରେ ଦୀପକଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପାଲଲହଡ଼ା ଏସ୍‌ଡିପିଓ କହିଛନ୍ତି,“ଗତ ୬ ତାରିଖରେ ଡଲି ବାରିକ କଣିହାଁ ଥାନାରେ ରିପୋର୍ଟ କରିଥିଲେ ଯେ, ତାଙ୍କ ସ୍ୱାମୀ ସବୁବେଳେ ମଦ ପିଇ ତାଙ୍କୁ ମାରପିଟ କରୁଛନ୍ତି। ସେହି ରିପୋର୍ଟ ଆଧାରରେ ଗତକାଲି ଉଭୟ ପକ୍ଷକୁ ଡକା ଯାଇଥିଲା। ଦୀପକ, ତାଙ୍କ ସ୍ତ୍ରୀ ଓ ଆଉ କିଛି ପରିବାର ଲୋକ ଥାନାକୁ ଆସିଥିଲେ। ହେଲେ ଦୀପକ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ  ସ୍ତ୍ରୀଙ୍କୁ ପାଟିତୁଣ୍ଡ କରିବା ସହ ମାରପିଟ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା। ସେ ଅଣ୍ଡା ଓ ମଦ୍ୟପାନ କରିଥିବାରୁ ଫୁଡ୍ ପଏଜନିଂ ହୋଇଥିବା ଡାକ୍ତର କହିଥିଲେ। ତେଣୁ ଡାକ୍ତର ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦେଇଥିଲେ। ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ସେମାନଙ୍କୁ କାଉନ୍‌ସେଲିଂ କରିବାକୁ ଡକାଯାଇଥିଲା। ମାଡ଼ ମାରିବାର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story