ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍‌ ତାର, ଚାଲିଗଲା ନିଜ ଜୀବନ

ସୋନପୁର (ରବୀନ୍ଦ୍ର ହୋତା): ବାର୍‌ହା ଶିକାର ପାଇଁ ବିଛାଇଥିଲେ ଜୀବନ୍ତ ବିଦ୍ୟୁତ୍‌ ତାର। କିନ୍ତୁ ସେହି ତାର ସଂସ୍ପର୍ଶରେ ଆସି ହରାଇଲେ ନିଜ ଜୀବନ। ଏମିତି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରୁ। ମୃତ ବ୍ୟକ୍ତିଙ୍କ ନାଁ ହରିଶ୍ଚନ୍ଦ୍ର ପଧାନ। ତାଙ୍କ ଘର ବାଘପାଲି ଗାଁରେ। ତାଙ୍କ ମୃତଦେହକୁ ଉଲୁଣ୍ଡା ରେଞ୍ଜ କୋଟସମଲାଇ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏ […]

deadbody

deadbody

Jitendra Garnayak
  • Published: Sunday, 12 September 2021
  • Updated: 12 September 2021, 11:56 AM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ବାର୍‌ହା ଶିକାର ପାଇଁ ବିଛାଇଥିଲେ ଜୀବନ୍ତ ବିଦ୍ୟୁତ୍‌ ତାର। କିନ୍ତୁ ସେହି ତାର ସଂସ୍ପର୍ଶରେ ଆସି ହରାଇଲେ ନିଜ ଜୀବନ। ଏମିତି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରୁ।

ମୃତ ବ୍ୟକ୍ତିଙ୍କ ନାଁ ହରିଶ୍ଚନ୍ଦ୍ର ପଧାନ। ତାଙ୍କ ଘର ବାଘପାଲି ଗାଁରେ। ତାଙ୍କ ମୃତଦେହକୁ ଉଲୁଣ୍ଡା ରେଞ୍ଜ କୋଟସମଲାଇ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏ ସଂପର୍କରେ ଜାଣିବାକୁ ପାଇଥିଲେ।

ଖବର ପାଇ ଉଲୁଣ୍ଡା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେହିପରି ବୀରମହାରାଜପୁର ଥାନା ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story