ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ, ଧକ୍କା ମାରିଦେଲା ପୁଅ

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ପୁଅର ଝଗଡ଼ାର ସମାଧାନ କରିବାକୁ ଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବଡ଼କୋଦଣ୍ଡା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ହାଡ଼ୁ ନାୟକ। ଗତକାଲି ହାଡ଼ୁ ନାୟକଙ୍କ ପୁଅ ଶିବ ଗାଁର କିଛି ଲୋକଙ୍କ ସହିତ କୌଣସି କାରଣକୁ ନେଇ ଝଗଡ଼ା କରୁଥିଲେ। ଏହି ସମୟରେ ହାଡ଼ୁ ସେଠାରେ ପହଞ୍ଚିଥିଲେ। ସେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳେ ଉତ୍‌କ୍ଷିପ୍ତ ଶିବ ତାଙ୍କ ବାପାଙ୍କୁ […]

Police Station

Police Station

Jitendra Garnayak
  • Published: Sunday, 03 October 2021
  • Updated: 03 October 2021, 07:36 AM IST

Sports

Latest News

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ପୁଅର ଝଗଡ଼ାର ସମାଧାନ କରିବାକୁ ଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବଡ଼କୋଦଣ୍ଡା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ହାଡ଼ୁ ନାୟକ।

ଗତକାଲି ହାଡ଼ୁ ନାୟକଙ୍କ ପୁଅ ଶିବ ଗାଁର କିଛି ଲୋକଙ୍କ ସହିତ କୌଣସି କାରଣକୁ ନେଇ ଝଗଡ଼ା କରୁଥିଲେ। ଏହି ସମୟରେ ହାଡ଼ୁ ସେଠାରେ ପହଞ୍ଚିଥିଲେ। ସେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳେ ଉତ୍‌କ୍ଷିପ୍ତ ଶିବ ତାଙ୍କ ବାପାଙ୍କୁ ଧକ୍କା ମାରି ଦେଇଥିଲେ। ଫଳରେ ହାଡ଼ୁ ତଳେ ପଡ଼ି ଯାଇଥିଲେ ଓ ଗୁରୁତର ହୋଇପଡ଼ିଥିଲେ।

ହାଡ଼ୁଙ୍କୁ ଭଞ୍ଜନଗର ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ୍ ଅଭିଯୁକ୍ତ ଶିବଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story